ETV Bharat / bharat

ସରକାରଙ୍କ ଅଧ୍ୟାଦେଶ ଉପରେ କଣ ରହିବ କଂଗ୍ରେସର ଆଭିମୁଖ୍ୟ? ଗଠନ ହେଲା 5 ଜଣିଆ କମିଟି - କଂଗ୍ରେସର ଆଭିମୁଖ୍ୟ

ସରକାରଙ୍କ ଦ୍ବାରା ପ୍ରଣିତ ପ୍ରମୁଖ ନିୟମକୁ ନେଇ ଦଳର ଆଭିମୁଖ୍ୟ ଉପରେ ଆଲୋଚନା କରିବାକୁ ଏକ 5 ଜଣିଆ କମିଟି ଗଠନ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ସରକାରଙ୍କ ଅଧ୍ୟାଦେଶ ଉପରେ କଣ ରହିବ କଂଗ୍ରେସର ଆଭିମୁଖ୍ୟ? ଗଠନ ହେଲା 5 ଜଣିଆ କମିଟି

author img

By

Published : Aug 26, 2020, 11:00 PM IST

ନୂଆଦିଲ୍ଲୀ: ବହୁ ବାଦବିବାଦ ମଧ୍ୟରେ କଂଗ୍ରେସ ପବଭାର ସମ୍ଭାଳିବାକୁ ରାଜି ହେବା ପରେ ଏବେ ଆକ୍ସନମୁଡରେ ଦଳର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସରକାରଙ୍କ ଦ୍ବାରା ପ୍ରଣିତ ପ୍ରମୁଖ ନିୟମକୁ ନେଇ ଦଳର ଆଭିମୁଖ୍ୟ ଉପରେ ଆଲୋଚନା କରିବାକୁ ଏକ 5 ଜଣିଆ କମିଟି ଗଠନ କରିଛି କଂଗ୍ରେସ ।

ଏହି କମିଟିରେ ଅମର ସିଂ ଏବଂ ଗୌରବ ଗୋଗୋଇଙ୍କ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଓ ଜୟରାମ ରମେଶ ସାମିଲ ଅଛନ୍ତି। ତେବେ ଏହି କମିଟିର ସଂଯୋଜକ ହେବେ।

ଏଆଇସିସିର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏକ ବିବୃତ୍ତିରେ କହିଛନ୍ତି ଯେ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ରମୁଖ ନିୟମ ଉପରେ କଂଗ୍ରେସ ଦଳର ଆଭିମୁଖ୍ୟ ଉପରେ ଆଲୋଚନା ପାଇଁ କଂଗ୍ରେସ ଅଧ୍ୟକ୍ଷା ଏକ 5 ଜଣିଆ କମିଟି ଗଠନ କରିଛନ୍ତି। ତେବେ ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.