ETV Bharat / bharat

ଖାଦ୍ୟରେ ବ୍ୟବହୃତ ଆଲୁମିନିୟମ ଫଏଲ ଶରୀର ପ୍ରତି କ୍ଷତିକାରକ - ଆଲୁମିନିୟମ ଫଏଲ

ଦୈନିନ୍ଦିନ ଆମେ ଖାଦ୍ୟରେ ଅନେକ ପ୍ଲାଷ୍ଟିକର ବ୍ୟବହାର କରିଥାଉ । ସେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ହେଉ କି ଆଲୁମିନିୟମ ଫଏଲରେ ଖାଦ୍ୟ, ଶରୀର ପାଇଁ ଏହା ଏକ ପ୍ରକାର କ୍ଷତିକାରକ । ମୁଖ୍ୟତଃ ଶିଶୁଙ୍କ ଶରୀର ପାଇ ଏହା କ୍ଷତିକାରକ ହୋଇଥାଏ ।

ଡିଜାଇନ ଫଟୋ
author img

By

Published : Aug 18, 2019, 11:54 AM IST

ହାଇଦ୍ରାବାଦ: ବାହାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥରେ ସାଧାରଣତଃ ପ୍ଲାଷ୍ଟିକର ବ୍ୟବହାର କରାଯାଇଥାଏ ଯଥା ଆଲୁମିନିୟମ ଫଏଲ୍, ଥର୍ମାଲ ପେପର ଆଦି । ଏଥିରେ Bisphenol S(BPS) ଓ Bisphenol F(BPF) କେମିକାଲ୍ ବ୍ୟବହାର ହୋଇଥାଏ । ମନୁଷ୍ୟ ଶରୀରକୁ କ୍ଷତି ପହଞ୍ଚାଉଥିବା Bisphenol A(BPA) ବଦଳରେ ଏହି ଦୁଇ କେମିକାଲ ବ୍ୟବହାର କରାଯାଇଛି ।

ସଂଯୁକ୍ତ ରାଷ୍ଟ୍ରରେ ଏହି ପ୍ରକାର ପ୍ଲାଷ୍ଟିକର ବ୍ୟବହାର ସାଧାରଣ କଥା । ଏହି କେମିକାଲ ମୁଖ୍ୟତଃ ଶିଶୁଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ ବୋଲି ମତ ରଖିଛି NYU School of Medicine in New Yorkର ବୈଜ୍ଞାନିକ । ଏହି ରିସର୍ଚ୍ଚରେ ଗବେଷକମାନେ ଆମେରିକାର National Health and Nutrition Examination Surveysରୁ ଡାଟା ନେଇ BPA, BPF, BPS ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କରାଗଲା ।

ସାଧାରଣତଃ 6-19 ବର୍ଷର ଶିଶୁଙ୍କ ମଧ୍ୟରେ BPS ଓ BPFର ମାତ୍ରା ଅତ୍ୟଧିକ ୟୁରିନରେ ଦେଖିବାକୁ ମିଳିଥିଲା । ଏହା Obesity ର କାରଣ ହୋଇପାରେ। କ୍ଷତିକାରକ କେମିକାଲର ବ୍ୟବହାର ପରିବର୍ତ୍ତେ ଅନ୍ୟଦୁଇ ଡେରିଭେଟିଭର ବ୍ୟବହାର କରିଲେ ମଧ୍ୟ ଏହା ଶରୀରକୁ କ୍ଷତି ପହଞ୍ଚାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.