ETV Bharat / bharat

'ନିଜ ମାଟିରୁ ଆତଙ୍କୀଙ୍କୁ ନିପାତ କର' - terror

ଭାରତ-ପାକ୍ କଳିରେ ଜର୍ମାନୀର ଜବରଦସ୍ତ ଏଣ୍ଟ୍ରି । ଖାଲି ଏଣ୍ଟ୍ରି ନୁହେଁ ପାକକୁ ଡାଇରେକ୍ଟ ଟାର୍ଗେଟ କରିଛି ଜର୍ମାନୀ । ନିଜ ମାଟିରୁ ଆତଙ୍କୀଙ୍କୁ ନିପାତ କର । ବିଶ୍ବକୁ ଆଉ ବୋକା ନ ବାନାଇ ଆତଙ୍କବାଦୀଙ୍କ ବିରୋଧରେ କଡା ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ପୋଶୁ ଥିବା ଆତଙ୍କୀକୁ ପଦା କର । ଏପରି କଡା ଭାଷାରେ ପାକିସ୍ତାନକୁ ସଫା ସଫା ଶୁଣାଇଛି ଅନ୍ୟତମ ବିଶ୍ବଶକ୍ତି ଜର୍ମାନୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 28, 2019, 11:29 PM IST

ବର୍ଲିନ: ଭାରତ-ପାକ୍ କଳିରେ ଜର୍ମାନୀର ଜବରଦସ୍ତ ଏଣ୍ଟ୍ରି । ଖାଲି ଏଣ୍ଟ୍ରି ନୁହେଁ ପାକକୁ ଡାଇରେକ୍ଟ ଟାର୍ଗେଟ କରିଛି ଜର୍ମାନୀ । ନିଜ ମାଟିରୁ ଆତଙ୍କୀଙ୍କୁ ନିପାତ କର । ବିଶ୍ବକୁ ଆଉ ବୋକା ନ ବାନାଇ ଆତଙ୍କବାଦୀଙ୍କ ବିରୋଧରେ କଡା ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ପୋଶୁ ଥିବା ଆତଙ୍କୀକୁ ପଦା କର । ଏପରି କଡା ଭାଷାରେ ପାକିସ୍ତାନକୁ ସଫା ସଫା ଶୁଣାଇଛି ଅନ୍ୟତମ ବିଶ୍ବଶକ୍ତି ଜର୍ମାନୀ ।

"ପାକିସ୍ତାନ ଆତଙ୍କବାଦୀଙ୍କୁ ଲାଳନ ପାଳନ କରୁଛି । ପାକ୍ ମାଟିରେ ମାଡିଚାଲିଛି ଆତଙ୍କୀ ଚେର । ଗୋଟିଏ ପରେ ଗୋଟିଏ ଆତଙ୍କୀ ସଂଗଠନ ପାକରେ ଜନ୍ମ ଗ୍ରହଣ କରିଚାଲିଛନ୍ତି । କିନ୍ତୁ ବିଶ୍ବ ସମୂଦାୟ ଆଖିରେ ଧୂଳି ଦେଇଚାଲିଛି ପାକିସ୍ତାନ । ତେବେ ନିଜ ମାଟିରୁ ଆତଙ୍କୀକୁ ସମୂଳେ ସଫା କରୁ ପାକ" ବୋଲି କହିଛନ୍ତି ଜର୍ମାନୀ ବୈଦେଶିକ ମନ୍ତ୍ରୀ ହେଇକୋ ମାସ୍ । ଏକ ବିବୃତ୍ତି ଜାରି କରି ସେ ଏହା କହିଛନ୍ତି ।

ସେ ମଧ୍ୟ ଏହା କହିଛନ୍ତି, ବର୍ତ୍ତମାନ ଭାରତ-ପାକିସ୍ତାନ ଉତ୍ତେଜନା ନେଇ ମୁଁ ପାକିସ୍ତାନ ବିଦେଶମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ତେବେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ସ୍ଥିତି ନେଇ ଜର୍ମାନୀ ସର୍ବାଧିକ ଉଦବିଗ୍ନ ।
ଦୁଇ ଦେଶ ମଧ୍ୟରେ ଆଗକୁ କୌଣସି ଅସ୍ବଭାବିକ ପରିସ୍ଥତି ଉପୁଜିବା ନ ଦରକାର । ଆମେ କାଶ୍ମୀର ସମସ୍ୟା ନେଇ ସେତେଟା ଅବଗତ ହୋଇନାହୁଁ । ତେବେ ଦୁଇ ଦେଶ ଏହାର ସମାଧାନ ବାଟ କାଢନ୍ତୁ । ତେଣୁ ବର୍ତ୍ତମାନର ସ୍ଥିତି ଯେପରି ଯୁଦ୍ଧରେ ପରିବର୍ତ୍ତନ ନ ହୁଏ ସେଥିପ୍ରତି ଉଭୟ ଦେଶ ଧ୍ୟନ ଦିଅନ୍ତୁ ବୋଲି ଜର୍ମାନୀ କହିଛି ।

undefined

Intro:Body:

ବର୍ଲିନ୍: ଭାରତ-ପାକ୍ କଳିରେ ଜର୍ମାନୀର ଜବରଦସ୍ତ ଏଣ୍ଟ୍ରି । ଖାଲି ଏଣ୍ଟ୍ରି ନୁହେଁ ପାକକୁ ଡାଇରେକ୍ଟ ଟାର୍ଗେଟ କରିଛି ଜର୍ମାନୀ । ନିଜ ମାଟିରୁ ଆତଙ୍କୀଙ୍କୁ ନିପାତ କର । ବିଶ୍ବକୁ ଆଉ ବୋକା ନ ବାନାଇ ଆତଙ୍କବାଦୀଙ୍କ ବିରୋଧରେ କଡା ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ପୋଶୁ ଥିବା ଆତଙ୍କୀକୁ ପଦା କର । ଏପରି କଡା ଭାଷାରେ ପାକିସ୍ତାନକୁ ସଫା ସଫା ଶୁଣାଇଛି ଅନ୍ୟତମ ବିଶ୍ବଶକ୍ତି ଜର୍ମାନୀ । 

"ପାକିସ୍ତାନ ଆତଙ୍କବାଦୀଙ୍କୁ ଲାଳନ ପାଳନ କରୁଛି । ପାକ୍ ମାଟିରେ ମାଡିଚାଲିଛି ଆତଙ୍କୀ ଚେର । ଗୋଟିଏ ପରେ ଗୋଟିଏ ଆତଙ୍କୀ ସଂଗଠନ ପାକରେ ଜନ୍ମ ଗ୍ରହଣ କରିଚାଲିଛନ୍ତି । କିନ୍ତୁ ବିଶ୍ବ ସମୂଦାୟ ଆଖିରେ ଧୂଳି ଦେଇଚାଲିଛି ପାକିସ୍ତାନ । ତେବେ ନିଜ ମାଟିରୁ ଆତଙ୍କୀକୁ ସମୂଳେ ସଫା କରୁ ପାକ" ବୋଲି କହିଛନ୍ତି ଜର୍ମାନୀ ବୈଦେଶିକ ମନ୍ତ୍ରୀ ହେଇକୋ ମାସ୍ । ଏକ ବିବୃତ୍ତି ଜାରି କରି ସେ ଏହା କହିଛନ୍ତି । 

ସେ ମଧ୍ୟ ଏହା କହିଛନ୍ତି, ବର୍ତ୍ତମାନ ଭାରତ-ପାକିସ୍ତାନ ଉତ୍ତେଜନା ନେଇ ମୁଁ ପାକିସ୍ତାନ ବିଦେଶମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ତେବେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ସ୍ଥିତି ନେଇ ଜର୍ମାନୀ ସର୍ବାଧିକ ଉଦବିଗ୍ନ । 

ଦୁଇ ଦେଶ ମଧ୍ୟରେ ଆଗକୁ କୌଣସି ଅସ୍ବଭାବିକ ପରିସ୍ଥତି ଉପୁଜିବା ନ ଦରକାର । ଆମେ କାଶ୍ମୀର ସମସ୍ୟା ନେଇ ସେତେଟା ଅବଗତ ହୋଇନାହୁଁ । ତେବେ ଦୁଇ ଦେଶ ଏହାର ସମାଧାନ ବାଟ କାଢନ୍ତୁ । ତେଣୁ ବର୍ତ୍ତମାନର ସ୍ଥିତି ଯେପରି ଯୁଦ୍ଧରେ ପରିବର୍ତ୍ତନ ନ ହୁଏ ସେଥିପ୍ରତି ଉଭୟ ଦେଶ ଧ୍ୟନ ଦିଅନ୍ତୁ  ବୋଲି ଜର୍ମାନୀ କହିଛି । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.