ETV Bharat / bharat

ଅଢେଇ ବର୍ଷ ହେବ ୟୁପିରେ ଦଙ୍ଗା କି ଅପହରଣ ହୋଇନି: ଯୋଗୀ

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଯୋଗ ଦେଇ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ମତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

CM Yogi Adityanath
ଫାଇଲ ଫଟୋ
author img

By

Published : Jan 19, 2020, 4:49 AM IST

Updated : Jan 19, 2020, 8:11 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଯୋଗ ଦେଇ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ମତ ପ୍ରକାଶ କରିଛନ୍ତି । ଯୋଗୀଙ୍କ କହିବାନୁସାରେ, ଅଢେଇ ବର୍ଷ ଭିତରେ ରାଜ୍ୟରେ ଦଙ୍ଗା କିମ୍ବା ଅପହରଣ ଭଳି କୌଣସି ମାମଲା ସାମ୍ନାକୁ ଆସିନି । ପୋଲିସ ପ୍ରଣାଳୀରେ ସୁଧାର କରାଯାଇଛି । ଜନତାଙ୍କ ଦାବିକୁ ଆମେ ପୂରଣ କରିବା ସହ 30 ବର୍ଷ ମଧ୍ୟରେ ବର୍ତ୍ତମାନର ଆଇନ ବ୍ୟବସ୍ଥା ସବୁଠାରୁ ଅଧିକ ଶୃଙ୍ଖଳିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ଏକ ରୋଲ ମଡେଲ ଭାବରେ ସ୍ଥାପିତ ହୋଇଛି । ଲକ୍ଷ୍ନୌ ଓ ନୋଏଡାରେ କମିଶନର ପ୍ରଣାଳୀ ଏହାର ଏକ ଉଦାହରଣ । ଏହାଦ୍ବାରା ଏକ ଭଲ ଫଳାଫଳ ସାମ୍ନାକୁ ଆସିବ ବୋଲି ସିଏମ୍ ଯୋଗୀ ଆଶାବାଦୀ ଅଛନ୍ତି । ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ, ଯେଉଁଠି ଯଦି କୌଣସି ଯବାନ ଶହୀଦ ହେଉଛନ୍ତି ତେବେ ତାଙ୍କ ପରିବାରକୁ ଦୁଇ ଗୁଣା କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଚାକିରୀ ଦିଆଯାଉଛି । ଏହାସହ ସ୍ମୃତି ସ୍ମାରକୀ ମଧ୍ୟ ନିର୍ମାଣ କରାଯାଇଛି ।

ଯୋଗୀ ସରକାର 85 ହଜାର ପୋଲିସ ନିଯୁକ୍ତ କରିଛନ୍ତି ଓ ସେମାନଙ୍କ ପ୍ରଶିକ୍ଷଣ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି । ଯଦି କାର୍ଯ୍ୟରତ କୌଣସି ଯବାନ କିମ୍ବା ପୋଲିସ ଅଧିକାରୀଙ୍କ ଦୁର୍ଘଟଣା ହେଉଛି ତାହେଲେ ଆଜୀବନ ସେମାନଙ୍କ ପରିବାରକୁ ପେନସନ ଦିଆଯାଉଥିବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯୋଗୀ ।

Intro:Body:

BLANK

Conclusion:
Last Updated : Jan 19, 2020, 8:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.