ETV Bharat / bharat

କୋରୋନାକୁ ନେଇ 377 ଧାର୍ମିକ ନେତାଙ୍କ ସହ ଯୋଗୀ ଆଦିତ୍ୟନାଥଙ୍କ ବୈଠକ - ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ମହାମାରୀ କୋରୋନାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଭିନ୍ନ ଧାର୍ମିକ ନେତାମାନଙ୍କ ସହିତ ବୈଠକ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ମୋଟ 377 ଧାର୍ମିକ ନେତାଙ୍କ ସହିତ କୋରୋନାର ବ୍ୟାପକତାକୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...େ

cm-yagi-adityanath-meeting-with-different-religious-community-leader-through-video-conferancing
ବିଭିନ୍ନ ଧାର୍ମିକ ନେତା ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
author img

By

Published : Apr 5, 2020, 8:00 PM IST

ଲକ୍ଷ୍ନୌ: ମହାମାରୀ କୋରୋନା କୁନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଭିନ୍ନ ଧାର୍ମିକ ନେତାମାନଙ୍କ ସହିତ ବୈଠକ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ମୋଟ 377 ଧାର୍ମିକ ନେତାଙ୍କ ସହିତ କୋରୋନାର ବ୍ୟାପକତାକୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।

cm-yagi-adityanath-meeting-with-different-religious-community-leader-through-video-conferancing
ବିଭିନ୍ନ ଧାର୍ମିକ ନେତା ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ସାରା ବିଶ୍ବରେ ଆତଙ୍କିତ ସୃଷ୍ଟି କରିଥିବା ମହାମାରୀ କୋରୋନା ଭାରତରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ସରକାର ସାରା ଭାରତକୁ 21 ଦିନିଆ ଲୋକଡାଉନ ଘୋଷଣା କରିଛନ୍ତି । କୋରୋନାକୁ ନେଇ ବିଭିନ୍ନ ଧାର୍ମିକ ନେତା ମାନଙ୍କ ସିହିତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ସାର ବିଶ୍ବକୁ ଦୋହଲାଇ ଦେଇଥିଲା କୋଭିଡ19 ରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଲକଡାଉନ ନିୟମକୁ ପାଳନ କରିବା । ଏହାପରେ ଲୋକଙ୍କ ମଧ୍ୟରେ ଜନଗହଳି ନ କରି ସାମାଜିକ ଦୂରତା ଅବଲମ୍ବନ କରିବା । ଏହାକୁ ସମସ୍ତେ ସହଯୋଗ କରିବା ଆବଶ୍ୟକତା ରହିଛି ।

ସିଏମ ଯୋଗୀ ଆଦିତ୍ୟନାଥ ସାଂସଦ ଓ ମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ କରିଥିଲେ । ଯୋଗୀ କୋରୋନା ସଂକ୍ରମଣକୁ ରୋକିବା ଏପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ବିଷୟରେ କହିଥିଲେ ଏବଂ15 ଏପ୍ରିଲ ପରେ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଲକଡାଉନ ଖୋଲାଯିବ ବୋଲି କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 227 କୋରୋନା ପଜେଟିଭ ଥିଲାବେଳେ 19 ଜଣ ମୃତ୍ୟୁବରଣ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.