ETV Bharat / bharat

ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡନ - restrain

ଦେଶର ନ୍ୟାୟିକ ବ୍ୟବସ୍ଥା ବିରୁଦ୍ଧରେ ଚାଲିଛି ଷଡଯନ୍ତ୍ର ! ସମ୍ମାନ ଦେବା ପାଇଁ ଗଣମାଧ୍ୟମକୁ ଅନୁରୋଧ କଲେ ମୁଖ୍ୟ ବିଚାରପତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 20, 2019, 12:13 PM IST

ନୂଆଦିଲ୍ଲୀ: ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ଏବେ ବଡ ବିପଦ ରହିଛି । ନ୍ୟାୟାଳୟର ସ୍ବାଧୀନତାକୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ଗଣମାଧ୍ୟମକୁ ଅନୁରୋଧ କଲେ ମୁଖ୍ୟ ବିଚାରପତି ।

  • Media reports of sexual harassment allegations against CJI Ranjan Gogoi: CJI led bench did not pass any orders on allegations and asks media to show restrain to protect independence of judiciary. CJI says allegations are baseless. pic.twitter.com/RYUYu1Y2kU

    — ANI (@ANI) April 20, 2019 " class="align-text-top noRightClick twitterSection" data=" ">

ଚିଫ୍‌ ଜଷ୍ଟିସ କହିଛନ୍ତି ଯେ ଦେଶର ନ୍ୟାୟିକ ବ୍ୟବସ୍ଥା ବିରୋଧରେ ଏହା ଏକ ବିରାଟ ଷଡଯନ୍ତ୍ର । ଏହି ଆରୋପ ଆଣିଥିବା ମହିଳାଙ୍କ ପଛରେ ଏକ କିଛି ବିଶାଳ ଗୋଷ୍ଠୀ ରହିଥିବାର ସେ କହିଛନ୍ତି । ତେବେ ଏନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଚାଲିଛି ।

ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ଜିଲ୍ଲାରେ ଚଳିତ ଥର ପ୍ରଥମଥର ପାଇଁ ମତଦାନ କରୁଥିବା ଯୁବ ଭୋଟରଙ୍କ ମଧ୍ୟରେ  ମତଦାନ କରିବାକୁ ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ।ବହୁ ଯୁବ ଭୋଟର ନିଜର ପ୍ରଥମ ଥର ପାଇଁ ନିଜର ମତସାବ୍ୟସ୍ତ କରିବା ସହ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଚୟନ କରିବାକୁ ଯାଉଥିବା ରୁ ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡିଥିଲେ ।କିଭଳି ରହିଛି ନୂତନ ଭୋଟରଙ୍କ ମଧ୍ୟରେ ଉତ୍ସାହ ଏ ନେଇ କିଛି ଯୁବ ଭୋଟର ଙ୍କୁ ଭେଟିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ।
Walk through
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.