ETV Bharat / bharat

ଚିନ୍ମୟାନନ୍ଦ ମାମଲା: ଜେଲରୁ ମୁକୁଳିଲେ ବ୍ଲାକମେଲର ଛାତ୍ରୀ - ଜେଲରୁ ମୁକୁଳିଲେ ଚିନ୍ମୟାନନ୍ଦଙ୍କ ବ୍ଲାକମେଲର ଛାତ୍ରୀ

ପୂର୍ବତନ ଗୃହରାଜ୍ୟ ମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଦୁଷ୍କର୍ମ ମାମଲାରେ ବ୍ଲାକମେଲିଂ କରିଥିବା ଛାତ୍ରୀ ଜେଲରୁ ମୁକୁଳିଛନ୍ତି । ବୁଧବାର ସନ୍ଧ୍ୟାରେ ସେ ଜେଲରୁ ମୁୁକୁଳିଛନନ୍ତି ।

Chinmayanand case
ଚିନ୍ମୟାନନ୍ଦ ମାମଲା
author img

By

Published : Dec 12, 2019, 3:49 PM IST

ନୂଆଦିଲ୍ଲୀ: ପୂର୍ବତନ ଗୃହରାଜ୍ୟ ମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଦୁଷ୍କର୍ମ ମାମଲାରେ ବ୍ଲାକମେଲିଂ କରିଥିବା ଛାତ୍ରୀ ଜେଲରୁ ମୁକୁଳିଛନ୍ତି । ସେ ବୁଧବାର ସନ୍ଧ୍ୟାରେ ଜେଲରୁ ମୁକୁଳିବା ପରେ ନଗର ଉପାଧ୍ୟକ୍ଷ ଭାରତୀୟ ଜନତା ଯୁବା ମୋର୍ଚ୍ଚାର କାରରେ ବସି ପରିବାର ଲୋକଙ୍କ ସହ ମନ୍ଦିରରେ ପହଞ୍ଚିଛନ୍ତି । ଛାତ୍ରୀଙ୍କ ଜାମିନ ପତ୍ର ବୁଧବାର ସନ୍ଧ୍ୟାରେ ହାଇକୋର୍ଟ ପକ୍ଷରୁ ଜେଲକୁ ପଠାଯାଇଥିଲା । ସମସ୍ତ ଔପଚାରିକତା ସମ୍ପୂର୍ଣ୍ଣ ହେବା ପରେ ଛାତ୍ରୀଙ୍କୁ ସନ୍ଧ୍ୟା 6.18 ରେ ଜେଲରୁ ମୁକୁଳା ଯାଇଥିଲା ।

ସୂଚନା ଥାଉକି ଉକ୍ତ ଛାତ୍ରୀଙ୍କୁ ଚିନ୍ମୟାନନ୍ଦ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଥିଲେ । ପରେ ଛାତ୍ରୀ ମଧ୍ୟ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଏହି ମାମଲାରେ ବ୍ଲାକମେଲିଂ କରିଛନ୍ତି ବୋଲି ଅଭିଯୋଗ ଆସିବା ପରେ ଛାତ୍ରୀଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଏସଆଇଟିକୁ ହାଇକୋର୍ଟ ପକ୍ଷରୁ ଯାଞ୍ଚ କରିବା ଦାୟିତ୍ବ ଦିଆଯାଇଥିଲା । ଏସଆଇଟି ପକ୍ଷରୁ ନିଜର ତଦନ୍ତ ରିପୋର୍ଟ ସିଲ୍ଡ ଲିଫାପାରେ ହାଇକୋର୍ଟରେ ଉପସ୍ଥାପନ କରାଗଲା । ଚିନ୍ମୟାନନ୍ଦ ମାମଲାରେ ସେପ୍ଟେମ୍ବର 25 ରେ ଛାତ୍ରୀଙ୍କୁ ଗିରଫ କରାଯାଇଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.