ETV Bharat / bharat

ବେକାବୁ କୋରୋନା: ଚୀନରେ ମୃତ୍ୟୁ ସଂଖ୍ୟା 2345 - coronavirus

ଚୀନରେ କୋରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା 2345 ଓ ଆକ୍ରାନ୍ତଙ୍କ ସଂଖ୍ୟା 76 ହଜାରରେ ପହଞ୍ଚିଛି । ଅଧିକ ଖବର ପଢନ୍ତୁ...

_china virus
କୋରୋନା ମୃତ୍ୟୁସଂଖ୍ୟା 2345ରେ ପହଞ୍ଚିଲା
author img

By

Published : Feb 22, 2020, 9:43 AM IST

ବେଜିଂ: ଚୀନରେ କୋରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା 2345ରେ ପହଞ୍ଚିଲା । ଗତକାଲି ଏହି ସଂଖ୍ୟା 2233 ଥିବାବେଳେ ଗୋଟିଏ ରାତିରେ ଏହା 109କୁ ବୃଦ୍ଧି ପାଇଛି । ଏହାସହ ଶୁକ୍ରବାର ହୁବେଇ ସ୍ଥାନରେ ଶୁକ୍ରବାର 115 ଲୋକଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ, ଏହାସହ ଦେଶରେ ନୂଆ 397 କୋରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଏହାସହ ସରକାରୀ ସୂତ୍ର ଅନୁସାରେ 900 ରିପୋର୍ଟ ମିଳିଛି । ତେବେ ଏହି ଭାଇରସ ଦ୍ବାରା ଆକ୍ରନ୍ତଙ୍କ ସଂଖ୍ୟା 76 ହଜାରରେ ପହଞ୍ଚିଛି ।

ତେବେ ଫେବୃୟାରୀ 20 ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 75 ହଜାର 891 ଥିବାବେଳେ ନୂଆ ସନ୍ଦିଗ୍ଧଙ୍କ ସଂଖ୍ୟା 400 ଥିଲା । ତେବେ ଭାଇରସର ଉତ୍ପତି ସ୍ଥଳ ହୁବେଇରେ ଏହି ଭାଇରସ ମହାମାରୀ ରୂପ ନେବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.