ETV Bharat / bharat

‘ଆୟୁଷ୍ମାନ ଭାରତ’ରେ 5 ଲକ୍ଷ, ବାଘେଲ ସରକାରଙ୍କ ନୂଆ ଯୋଜନାର ଫାଇଦା 20 ଲକ୍ଷ - ବଘେଲ ସରକାରଙ୍କ ନୂଆ ଯୋଜନାର ଫାଇଦା 20 ଲକ୍ଷ

ଦେଶର ସବୁଠାରୁ ବଡ ହେଲଥ କେୟାର ଯୋଜନା ଆୟୁଷ୍ମାନ ଯୋଜନାକୁ ପଛରେ ପକାଇଦେବ । ଏହି ଯୋଜନାରେ ଏବେ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପ୍ରଦାନ କରାଯିବ । 'ମୁଖ୍ୟମନ୍ତ୍ରୀ ବିଶେଷ ସ୍ବାସ୍ଥ୍ୟ ସହାୟତା ଯୋଜନା’ ପ୍ରାରମ୍ଭ କରିଛନ୍ତି ଛତିଶଗଡ ସରକାର । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 16, 2019, 12:01 AM IST

ରାୟପୁର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଠାରୁ 4 ଗୁଣା ଅଧିକ ଟଙ୍କାର ଚିକିତ୍ସା ପାଇଁ ଅର୍ଥରାଶି ପ୍ରଦାନ କରିବାକୁ ଯାଉଛନ୍ତି ଛତିଶଗଡ ସରକାର । ରାଜ୍ୟରେ ଲାଗୁ କରାଯିବ ନୂତନ ସ୍ବାସ୍ଥ୍ୟ ଯୋଜନା । ଏହି ଯୋଜନା ଦେଶର ସବୁଠାରୁ ବଡ ହେଲଥ କେୟାର ଯୋଜନା ଆୟୁଷ୍ମାନ ଯୋଜନାକୁ ପଛରେ ପକାଇଦେବ । ଏହି ଯୋଜନାରେ ଏବେ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପ୍ରଦାନ କରାଯିବ । 'ମୁଖ୍ୟମନ୍ତ୍ରୀ ବିଶେଷ ସ୍ବାସ୍ଥ୍ୟ ସହାୟତା ଯୋଜନା’ ପ୍ରାରମ୍ଭ କରିବା ନିର୍ଣ୍ଣୟ ଛତିଶଗଡ ମନ୍ତ୍ରୀ ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ଶୁକ୍ରବାର ପାରିତ ହୋଇଛି ।

bhupesh baghel announce new health scheme
ଫଟୋ ସୌଜନ୍ୟ: ଟ୍ବିଟର@bhupeshbaghel

ଶୁକ୍ରବାର ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ଯୋଜନା ଅଧିନରେ ପ୍ରତ୍ୟକ ପରିବାରକୁ ଚିକିତ୍ସା ପାଇଁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବେ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ବଘେଲ ସରକାରଙ୍କ ଏହା ସବୁଠାରୁ ବଡ ପଦକ୍ଷେପ । ଏହି ସୂଚନା ଟ୍ବିଟରେ ସେୟାର କରି ବଘେଲ ହ୍ୟାସ ଟ୍ୟାଗ ଆୟୁଷ୍ମାନ ଭାରତ ଠାରୁ ଚାରିଗୁଣା ମଧ୍ୟ ବ୍ୟବହାର କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର ରାଜଧାନୀ ରାଞ୍ଚିର ପ୍ରଭାତତାରା ମଇଦାନରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିଲେ । ସରକାରଙ୍କ କହିବାନୁସାରେ ଏହା ଦୁନିଆର ସବୁଠାରୁ ବଡ ହେଲଥ କେୟାର୍ ଯୋଜନା,ଯେଉଁଥିରେ ୫୦ କୋଟି ଲୋକଙ୍କୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର ସହାୟତା ମିଳିବ । ଏବେ ଆୟୁଷ୍ମାନ ଯୋଜନାକୁ ପଛରେ ପକାଇବେ ଛତିଶଗଡ ସରକାରଙ୍କ ଏହି ମୁଖ୍ୟମନ୍ତ୍ରୀ ବିଶେଷ ସ୍ବାସ୍ଥ୍ୟ ସହାୟତା ଯୋଜନା ।

Slug,,, central minister campaign , avb, Puri , 210419

Anc,,, ସତ୍ୟବାଦୀରେ କେନ୍ଦ୍ରମଂତ୍ରୀ ପିୟୁସ ଗୋଏଲ । ସତ୍ୟବାଦୀ ଶୁକଳ ଠାରେ କେନ୍ଦ୍ରମତ୍ରୀଂ ପହଚଂିବା ପରେ ରୋଡ ସୋ ରେ ସତ୍ୟବାଦୀର ବିଭିନ୍ନ ପଚଂ।ୟତ ପରିକ୍ରମା କରି ପୁରୀ ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ସମ୍ଵିତ ପାତ୍ର ଓ ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।ସେପଟେ ଓଡିଶାର ନବୀନ ସରକାର ବିକାଶରେ ବାଧକ ସାଜିଛି ବୋଲି ଅଭିଯୋଗ କରିବା ସହିତ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ଲୋକ ମାନଙ୍କ ପାଖରେ ପହଂଚିବାରେ ବିଜେଡି ସରକାର ବାଧକ ସାଜିଛି ବୋଲି ଅଭିଯୋ ଅ।ଣିବା ସହିତ ଚଳିତ ନିର୍ଵାଚନରେ ପୁରୀ ଜିଲ୍ଲାରେ ସମସ୍ତ ବିଧାୟକ ବିଜେପି ଓ ସାସଂଦ  ବିଜେପି ର  ବିଜୟ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବାଇଟ- ପିୟୁସ ଗେ।ଏଲ- କେନ୍ଦ୍ରମଂତ୍ରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

What's appରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.