ETV Bharat / bharat

ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ନାଚିଲେ ରାହୁଲ ଗାନ୍ଧୀ - ଛତିଶଗଡ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ

ଛତିଶଗଡରେ ଜାତୀୟ  ଆଦିବାସୀ  ନୃତ୍ୟ ମହୋତ୍ସବକୁ ଉଦଘାଟନ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । । ଏଥିସହ ରାହୁଲ କଳାକାରଙ୍କ ସହ ମିଶି ଆଦିବାସୀ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି ।

chhatishgarh nation tribal danca festival

author img

By

Published : Dec 27, 2019, 2:47 PM IST

ରାୟପୁର: ଛତିଶଗଡରେ ଆରମ୍ଭ ହେଲା ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ । ଏହି ମହୋତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିସହ ରାହୁଲ କଳାକାରଙ୍କ ସହ ମିଶି ଆଦିବାସୀ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି ।

chhatishgarh nation tribal danca festival

ଏହି ମହୋତ୍ସବରେ ବିଭିନ୍ନ ରାଜ୍ୟର ଆଦିବାସୀ କଳାକାର ଉପସ୍ଥିତ ରହି ସେମାନଙ୍କ ରାଜ୍ୟର ଆଦିବାସୀ ନୃତ୍ୟ ପରିବେଷଣ କରୁଛନ୍ତି । ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଲଦାଖ, ଆଣ୍ଡାମାନ ନିକୋବର, ପଶ୍ଚିମବଙ୍ଗ, ଗୁଜୁରାଟ, ଜାମ୍ମୁକାଶ୍ମୀର ରାଜ୍ୟର ପ୍ରାୟ 25 ଶହ କଳାକାର ଏହି ମହୋତ୍ସବରେ ଭାଗ ନେଇଛନ୍ତି ।

ଏହାଛଡା ଏହି ମହୋତ୍ସବରେ ଅନ୍ୟ ଦେଶର କଳାକାର ମଧ୍ୟ ଭାଗ ନେଇଛନ୍ତି । ଉଗାଣ୍ଡା, ମାଳଦ୍ବୀପ, ବେଲାଋଷ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡର କଳାକାର ଭାଗ ନେଇଛନ୍ତି । ଏହି ମହୋତ୍ସବ ଡିସେମ୍ବର 27 ରୁ 29 ଯାଏଁ ଚାଲିବ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.