ETV Bharat / bharat

ଚେନ୍ନାଇ ଏୟାରପୋର୍ଟରୁ 1 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଜବତ

ଚେନ୍ନାଇ ଏୟାରପୋର୍ଟରୁ 2 କିଲୋ 678 ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ । ଜବତ ସୁନାର ମୂଲ୍ୟ 1 କୋଟି 7 ଲକ୍ଷ ହେବ ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ
author img

By

Published : Oct 19, 2019, 9:01 AM IST

ଚେନ୍ନାଇ: ଚେନ୍ନାଇ ଏୟାରପୋର୍ଟରୁ ସୁନା ଜବତ । ପାଖାପାଖି 2 କିଲୋ 678 ଗ୍ରାମ ସୁନା ଜବତ ହୋଇଛି । ଘଟଣାରେ 9 ଜଣଙ୍କୁ ଅଟକ ରଖିଛି ଏୟାରପୋର୍ଟର କଷ୍ଟମ ବିଭାଗ । ଜବତ ସୁନାର ମୂଲ୍ୟ 1 କୋଟି 7 ଲକ୍ଷ ହେବ ।

ସୂଚନାନୁସାରେ, ଚେନ୍ନାଇ ଏୟାରପୋର୍ଟରୁ ବଡ ଧରଣର ଚାଲାଣ ନେଇ କଷ୍ଟମ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା । ଏନେଇ ଏୟାରପୋର୍ଟର ସୁରକ୍ଷା ଯାଞ୍ଚକୁ କଡାକଡି କରାଯାଇଥିଲା । ଯାଞ୍ଚ ବେଳେ 9 ଜଣଙ୍କ ଉପରେ କଷ୍ଟମ ବିଭାଗର ସନ୍ଦେହ ହୋଇଥିଲା । ସେମାନଙ୍କ ପଚରାଉଚରା କରାଯିବା ସହ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସେମାନଙ୍କ ଅନ୍ତଃବସ୍ତ୍ରରୁ ସୁନା ସହ ଲାପଟପ୍‌ ଏବଂ ବିଦେଶୀ ସିଗାରେଟ୍ ଜବତ କରିଛି କଷ୍ଟମ ବିଭାଗ ଅଧିକାରୀ ।

Intro:Body:

Chennai Customs seized Gold worth 1.7 crore

Today, Airport Customs officials received a confidential information that large quantities of smuggled goods are being transported to the Chennai airport. At the time, officers caught nine people - four from Colombo, three from Singapore and two from Dubai.

Doubt on them increased as they didn't provide a clear answer.  So They were taken into a private room and their belonings were searched. In the search Custom officials found the gold that they kept hidden inside their underwear.

A total of 2kg 678 grams of gold worth Rs. 1 crore 7 lakhs were seized. And laptops and foreign cigarettes were also seized.

https://www.etvbharat.com/tamil/tamil-nadu/state/chennai/gold-worth-rs-1-dot-7-crore-seized-at-airport/tamil-nadu20191018201315019

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.