ETV Bharat / bharat

କେମିତି ଥିଲା ସେଇ ଐତିହାସିକ ଯାତ୍ରା...

author img

By

Published : Sep 7, 2019, 5:57 AM IST

Updated : Sep 7, 2019, 12:39 PM IST

7 ସେପ୍ଟେମ୍ବର 2019 ଭାରତ ଉପରେ ଥିଲା ସାରା ବିଶ୍ବର ନଜର । ଶନିବାର ମଧ୍ୟରାତ୍ର 1 ଟା 30 ରେ ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ପୂର୍ବକ ଅବତରଣ କରିଥାନ୍ତା । କିନ୍ତୁ କକ୍ଷ ପଥରେ ପହଞ୍ଚି ବାକୁ ଆଉ ଥିଲା ଅଢେଇ କିଲୋମିଟର । ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ।

ଡିଜାଇନ ଫଟୋ

ଶ୍ରୀହରିକୋଟା: ସେପ୍ଟେମ୍ବର 7 , 2019 । ଭାରତ ପାଇଁ ଐତିହାସିକ ଦିନ ସାବ୍ୟସ୍ତ ହୋଇଥାନ୍ତା । କିନ୍ତୁ ଏସବୁରେ ପଡିଛି ପୂର୍ଣ୍ଣଚ୍ଛେଦ । ଚନ୍ଦ୍ରଯାନ-2 ଗନ୍ତବ୍ୟସ୍ଥଳ ପହଞ୍ଚିବାକୁ ଅଢେଇ କିଲୋମିଟର ଥିଲା ହେଲେ ଲ୍ୟାଣ୍ଡର ‘ବିକ୍ରମ’ ସହ ବିଚ୍ଛିନ୍ନ ହୋଇଥିଲା ଯୋଗାଯୋଗ । ଆଉ ଅଧାରେ ଅଟକିଲା ଚନ୍ଦ୍ରାୟନ 2ର ସଫଳ ଲ୍ୟାଣ୍ଡିଂ । ଦେଖନ୍ତୁ କେମିତି ଥିଲା ସେହି ଐତିହାସିକ ମୁହୁର୍ତ୍ତ...

Intro:Body:

BLANK FOR LINK

Conclusion:
Last Updated : Sep 7, 2019, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.