ETV Bharat / bharat

ଶତ୍ରୁକୁ ପରାଜୟ କରିବାର ଚାଣକ୍ୟ ବାଣୀ

author img

By

Published : Nov 18, 2019, 5:03 AM IST

ଚାଣକ୍ୟଙ୍କ ବାଣୀକୁ ବ୍ୟବହାର କରି କେଉଁପରି ଭାବେ ନିଜ ଶତ୍ରୁକୁ ପରାଜୟ କରିପାରିବା ପଢନ୍ତୁ...

ଶତ୍ରୁକୁ ପରାଜୟ କରିବାର ଚାଣକ୍ୟ ବାଣୀ

ହାଇଦ୍ରାବାଦ: ଆଚାର୍ଯ୍ୟ ଚାଣକ୍ୟ ନିତି ଆଦର୍ଶ ସମ୍ପର୍କରେ ଆମେ ସମସ୍ତେ ଜାଣିଛେ । ଚାଣକ୍ୟଙ୍କ ପ୍ରତିଟି କଥାରେ ରହିଛି ନିତୀ ଆଦର୍ଶର ଚରମବାଣୀ । ସେ ସ୍ବାସ୍ଥ୍ୟ ହେଉ ଅବା ଶିକ୍ଷା, ମିତ୍ର, ବ୍ୟବସାୀୟ, ବ୍ୟବହାର ଭଳି ଅନେକ ମହତ୍ତ୍ବପୂର୍ଣ୍ଣ ବିଷୟରେ.. ତେବେ ଆଜି ଆମେ ଜାଣିବା ଚାଣକ୍ୟଙ୍କ ବାଣୀକୁ ବ୍ୟବହାର କରି କେଉଁପରି ଭାବେ ନିଜ ଶତ୍ରୁକୁ ପରାଜୟ କରିପାରିବା...

ଚାଣକ୍ୟଙ୍କ ବାଣୀ ଅନୁସାରେ କେବେବି ଶତ୍ରୁକୁ ନିଜଠାରୁ କମ୍ ଭାବିବା ଉଚିତ ନୁହେଁ । ନିଜ ଶତ୍ରୁକୁ ସର୍ବଦା ଜଣେ ଖେଳାଳି ପରି ସାମ୍ନା କରିବା ଉଚିତ ।

ଯେବେ ଆପଣଙ୍କ ଶତ୍ର୍ରୁ ଆପଣଙ୍କ ଚତୁପାର୍ଶ୍ବରେ ରହୁଛି । ଆପଣଙ୍କୁ ସତର୍କ ରହିବାକୁ ହେବ । ଯେ କୌଣସି ପରିସ୍ଥିତିରେ ମଧ୍ୟ ଶତ୍ରୁକୁ ନିଜ ଦୁର୍ବଳତା ସମ୍ପର୍କରେ ଜାଣିବାକୁ ଦେବା ଉଚିତ ନୁହେଁ ।

ଯଦି ଆପଣଙ୍କ ଶତ୍ରୁ ଆପଣଙ୍କଠାରୁ ଅଧିକ ଶକ୍ତିଶାଳୀ ତେବେ ତାକୁ ବିନୟପୂର୍ବକ ପରାଜିତ କରାଯାଇପାରିବ ।

ଶତ୍ରୁ ବିଷୟରେ ସପୂର୍ଣ୍ଣ ତଥ୍ୟ ହାସଲ କରିବା ଦ୍ବାରା ଆପଣ ନିଜ ଶତ୍ରୁ ଉପରେ 75 ପ୍ରତିଶତ ଜିତ୍ ହାସଲ କରିପାରିବେ ।

ସତର୍କ ହେବାଦ୍ବାରା ଶତ୍ରୁର ସମସ୍ତ ଗତିବିଧି ଉପରେ ଆପଣ ନଜର ରଖିପାରିବେ । ଏହାସହ ଶତ୍ରୁ ଉପରେ ପ୍ରଥମ ପ୍ରାହାର କରିବା ଅନୁଚିତ । ସବୁବେଳେ ଶତ୍ରୁର ପ୍ରଥମ ପ୍ରାହାରକୁ ଅପେକ୍ଷା କରିବା ଉଚିତ ।

Intro:Body:

PRIYA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.