ETV Bharat / bharat

ବିକ୍ଷୋଭରତ ଡାକ୍ତରଙ୍କୁ ଭେଟିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଜାତୀୟ ମେଡିକାଲ କମିଶନ(ଏନଏମସି)ବିଲ ବିରୋଧରେ ଧାରଣାରେ ବସିରହିଥିବା ଡାକ୍ତରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଭେଟିଛନ୍ତି ।

author img

By

Published : Aug 2, 2019, 2:34 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବିକ୍ଷୋଭରତ ଡାକ୍ତରଙ୍କୁ ଭେଟିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ ଭେଟିବା ସହ ଏନଏମସି ବିଲ ସମ୍ବନ୍ଧରେ ଥିବା ଭୁଲ ଧାରଣାକୁ ଦୂର କରିବାକୁ ଚେଷ୍ଟା କରିଥିବା କହିଛନ୍ତି । ଏହି ବିଲ ଦେଶର ସ୍ବାର୍ଥ, ଡାକ୍ତର ତଥା ରୋଗୀଙ୍କ ହିତ ଉଦ୍ଦେଶ୍ୟରେ ହୋଇଥିବା ସେ ପ୍ରକାଶ କରିଛନ୍ତି । ଏହା ସହ ବିକ୍ଷୋଭରତ ଡାକ୍ତରଙ୍କୁ ଧାରଣାରୁ ଓହରିବାକୁ ସେ ଆହ୍ବାନ କରିଛନ୍ତି ।

ଗତ ଗୁରୁବାରଠାରୁ ଜାତୀୟ ମେଡିକାଲ କମିଶନ(ଏନଏମସି) ବିଲ ବିରୋଧରେ ଡାକ୍ତର ଧାରଣାରେ ବସିରହିଛନ୍ତି । ଏହା ଦ୍ବାରା ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.