ETV Bharat / bharat

ମରୁଡି ପାଇଁ ମହାରାଷ୍ଟ୍ରକୁ ଅତିରିକ୍ତ 2160 କୋଟି

ମରୁଡି ମୁକାବିଲା ପାଇଁ କେନ୍ଦ୍ର ସରକାର ମହାରାଷ୍ଟ୍ରକୁ ପୁଣି ଅତିରିକ୍ତ 2160 କୋଟି ଟଙ୍କା ଦେଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ସୂଚନା ଦେଇଛନ୍ତି ।

author img

By

Published : May 8, 2019, 4:19 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମରୁଡି ମୁକାବିଲା ପାଇଁ କେନ୍ଦ୍ର ସରକାର ମହାରାଷ୍ଟ୍ରକୁ ପୁଣି ଅତିରିକ୍ତ 2160 କୋଟି ଟଙ୍କା ଦେଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ପୂର୍ବରୁ ଦେଇଥିବା ରିଲିଫ ବାବଦ ଟଙ୍କାକୁ ଲଗାଇ ବର୍ତ୍ତମାନ ସୁଦ୍ଧା 4ହଜାର 2ଶହ 48 କୋଟି ଟଙ୍କା ଦେଇଛନ୍ତି ବୋଲି ଫଡନଭୀସ କହିଛନ୍ତି । ଏଥି ସହିତ କେନ୍ଦ୍ର ସରକାର ଅତିରିକ୍ତ ରିଲିଫ ଟଙ୍କା ଦେଇଥିବାରୁ ଫଡନଭୀସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମହାରାଷ୍ଟ୍ରରେ ମତଦାନ ସରିଥିବା ବେଳେ ଆଚାର ସଂହିତାକୁ ଉଠାଇବା ପାଇଁ ନିର୍ବାଚନ ଆୟୋଗଙ୍କୁ ଦେବେନ୍ଦ୍ର ଫଡନଭୀସଙ୍କ ଅନୁରୋଧ ପରେ କେନ୍ଦ୍ରରୁ ଅତିରିକ୍ତ ରିଲିଫ ଟଙ୍କା ଆସିପାରିଛି ।

ମହାରାଷ୍ଟ୍ର ସରକାର 151 ତାଲୁକାକୁ ମରୁଡି ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ କରିଥିବା ପରେ କେନ୍ଦ୍ର ସରକାର ରିଲିଫ ଟଙ୍କାକୁ ବୃଦ୍ଧି କରିଛନ୍ତି । ମରୁଡି ପାଇଁ କେନ୍ଦ୍ରରୁ ଆସିଥିବା ଅତିରିକ୍ତ ଟଙ୍କାକୁ ନେଇ ଶୀଘ୍ର କ୍ୟାବିନେଟ ବୈଠକ କରାଯିବ ବୋଲି ଫଡନଭୀସ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.