ETV Bharat / bharat

ଆଇଏମଏ ଦୁର୍ନୀତି ମାମଲା: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇର ଜେରା - Former Karnataka Minister

ଆଇ ମନେଟରୀ ଆଡଭାଇଜର (ଆଇଏମଏ) ଦୁର୍ନୀତି ମାମଲାରେ କର୍ଣ୍ଣାଟକ ପୂର୍ବତନ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଜମୀର ଅହମଦ ଖାନଙ୍କୁ ସିବିଆଇ ଜେରା କରିଛି।

ଫାଇଲ ଫଟୋ
author img

By

Published : Sep 20, 2019, 12:55 PM IST

ନୂଆଦିଲ୍ଲୀ: ଆଇ ମନେଟରୀ ଆଡଭାଇଜର (ଆଇଏମଏ) କମ୍ପାନୀ ଦୁର୍ନୀତି ମାମଲାରେ କର୍ଣ୍ଣାଟକ ପୂର୍ବତନ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଜମୀର ଅହମଦ ଖାନଙ୍କୁ ସିବିଆଇ ଜେରା କରିଛି । ଏଥିରେ ନିବେଶକଙ୍କ ଟଙ୍କା ଠକେଇ ହୋଇଥିବାର ଅଭିଯୋଗ ହୋଇଥିଲା ।

ଇସଲାମ ପ୍ରକ୍ରିୟାରେ ଟଙ୍କା ନିବେଶ କଲେ ଅଧିକ ଲାଭ ମିଳିବ ବୋଲି ଏଥିରେ ପୁଞ୍ଜି ନିବେଶ କରିଥିବା ନିବେଶକଙ୍କୁ କହି ସେମାନଙ୍କର ଅର୍ଥକୁ କମ୍ପାନୀ ଠକି ଦେଇଥିଲା । ଏ ମାମଲାରେ ପୂର୍ବତନ ମନ୍ତ୍ରୀ ଜମୀର ଅହମଦ ଖାନଙ୍କ ହାତ ଥିବା ସିବିଆଇ ସନ୍ଦେହ କରି ତାଙ୍କୁ ଜେରା କରିଛି ।

ଏହି ମାମଲା ସାମନାକୁ ଆସିବାର 8 ଦିନ ମଧ୍ୟରେ ସିବିଆଇ ସେପ୍ଟେମ୍ବର 7 ତାରିଖରେ ଉକ୍ତ ଦୁର୍ନୀତିର ମାଷ୍ଟର ମାଇଣ୍ଡ ମନସୁର ଖାନଙ୍କ ସହ ଅନ୍ୟ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତେବେ କର୍ଣ୍ଣାଟକ ସରକାର ଏବଂ କେନ୍ଦ୍ରର ମଞ୍ଜୁରୀ ପରେ ସିବିଆଇ ଅଗଷ୍ଟ 30ରେ ଏହି ମାମଲାର ତଦନ୍ତ ନିଜ ହାତକୁ ନେଇଥିଲା ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.