ETV Bharat / bharat

ନିଆଁ ପୁଇଁ ହେଉଥିବାବେଳେ ମାଡିଗଲା କାର, 12 ଗୁରୁତର

author img

By

Published : Jan 11, 2020, 9:40 AM IST

ଆଗ୍ରା-ଦିଲ୍ଲୀ ମୁଖ୍ୟରାସ୍ତାରେ ଦୁର୍ଘଟଣା । ରାତିରେ ନିଆଁ ପୁଇଁ ହୋଇଥିବାବେଳେ 15 ଜଣଙ୍କ ଉପରେ ମାଡିଗଲା କାର । 12 ଆହତ ।

car crushed 15 people sitting around fire
ପଥଚାରୀଙ୍କ ଉପରେ ମାଡିଗଲା କାର

ମଥୁରା: ଆଗ୍ରା-ଦିଲ୍ଲୀ ମୁଖ୍ୟରାସ୍ତାରେ ଦୁର୍ଘଟଣା । ରାତିରେ ନିଆଁ ପୁଇଁ ହେଉଥିବାବେଳେ 15 ଜଣଙ୍କ ଉପରେ ମାଡିଗଲା କାର । ପ୍ରାୟ 12ଜଣ ଗଭୀର ଭାବେ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ କାର ଚାଳକ ଖସି ପଳାଇଥିବା ସୂଚନା ମିଳିଛି ।

ସମସ୍ତ ଆହତ ନିକଟସ୍ଥ ଅମ୍ବ୍ରେଲା କୋଠାୱାଲି ଅଞ୍ଚଳର ବ୍ୟାକମେଣ୍ଟ କମ୍ପାନୀର କର୍ମଚାରୀ । ବିଳମ୍ବିତ ରାତିରେ କାମ ସାରି ଫେରୁଥିବାବେଳେ ନିଆ ପୁଇଁ ହେବା ପାଇଁ ରାସ୍ତା କଡରେ ବସିଥିଲେ । ଏହି ସମୟରେ ଦୃତ ବେଗରେ ଏକ କାର ତାଙ୍କ ଉପରକୁ ମାଡିଯାଇଥିଲା ।

Intro:मथुरा। जनपद छाता कोतवाली क्षेत्र आगरा दिल्ली राजमार्ग पर देर रात सड़क किनारे अलाव में हाथ से सेक रहे 15 लोगों को तेज रफ्तार कार ने रौंद दिया,जिसमें 12 लोगों की हालत गंभीर बनी हुई है सभी घायलों को उपचार के लिए निजी अस्पताल में भर्ती कराया गया है, कार चालक मौके से फरार हो गया सभी मजदूर फैक्ट्री से काम करके वापस घर लौट रहे थे।Body: छाता कोतवाली क्षेत्र बैकमेंट कंपनी के कर्मचारी ड्यूटी से वापस घर लौट रहे थे आगरा दिल्ली राजमार्ग पर अलाव में में हाथ सेकने के लिए 15 मजदूर बैठ गए तभी दिल्ली की ओर से तेज रफ्तार कार ने सभी मजदूरों को टक्कर मार दी 12 मजदूरों की हालत गंभीर बनी हुई है उपचार के लिए निजी अस्पताल में भर्ती कराया गया हैConclusion:घायल के परिजन धर्मवीर ने बताया कंपनी से ड्यूटी करके वापस लौट रहे सभी लोग तेज रफ्तार कार की चपेट में आ गए घायलों को छाता अस्पताल में भर्ती कराया गया है कार चालक कार छोड़कर मौके से फरार हो गया पुलिस को जानकारी दे दी गई है छाता में वैकमेट मेट कंपनी में सभी लोग काम करते हैं। रात मैं काम करके वापस घर लौट रहे थे।

वाइट धर्मवीर घायल के परिजन

Mathura reporter
Praveen sharma
9410271733,8979375445
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.