ETV Bharat / bharat

ମୁଁ ବିଜୁଳି ବେଗରେ କାମ କରିପାରିବିନି: କର୍ଣ୍ଣାଟକ ବାଚସ୍ପତି

‘ତୁମେ ମୋ ଠୁ ବିଜୁଳି ବେଗରେ କାମ କରିବା ଆଶା ରଖନାହିଁ । ମତେ ସମ୍ବିଧାନ ଅନୁସାରେ ସବୁ ସମ୍ପାଦିତ କରିବାର ଅଛି ବୋଲି କହିଛନ୍ତି କର୍ଣ୍ଣାଟକ ବାଚସ୍ପତି କେ ଆର ରମେଶ କୁମାର ।

ଫଟୋ ସୌଜନ୍ୟ: ଦି ଇଣ୍ଡିଆନ ଏକ୍ସପ୍ରେସ
author img

By

Published : Jul 11, 2019, 11:21 PM IST

ବେଙ୍ଗାଲୁରୁ: ‘ତୁମେ ମୋ ଠୁ ବିଜୁଳି ବେଗରେ କାମ କରିବା ଆଶା କର ନାହିଁ । ମତେ ସମ୍ବିଧାନ ଅନୁସାରେ ସବୁ ସମ୍ପାଦିତ କରିବାର ଅଛି ’ ଏହା କହିଛନ୍ତି କର୍ଣ୍ଣାଟକ ବାଚସ୍ପତି କେ ଆର ରମେଶ କୁମାର । ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପ୍ରସଙ୍ଗରେ ବାଚସ୍ପତି ଏହା କହିଛନ୍ତି । ବାଚସ୍ପତି ପୂର୍ବରୁ ଖରାପ ଫର୍ମାଟ ପାଇଁ ବିଧାୟକମାନଙ୍କ ଇସ୍ତଫା ପତ୍ରକୁ ଆଗ୍ରାହ୍ୟ କରିଥିଲେ । ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ବିଦ୍ରୋହୀ ବିଧାୟକମାନଙ୍କୁ ଭେଟିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ସହ ଇସ୍ତଫା ପତ୍ର ଗ୍ରହଣ ଦିଗରେ ନିଷ୍ପତ୍ତି ନେବାକୁ କହିବା ପରେ ଆଜିର ବୈଠକ ବସିଛି ।

ଆଜିର ବୈଠକରେ ବିଧାୟକମାନେ ପୁଣିଥରେ ନିଜର ଇସ୍ତଫା ପତ୍ର ଲେଖି ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି । ଯଦି ଏହା ବାଚସ୍ପତିଙ୍କ ଦ୍ବାରା ଗ୍ରହଣୀୟ ହୁଏ ତେବେ ଶାସକ କଂଗ୍ରେସ- ଜନତାଦଳ(ଏସ) ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହରାଇବ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.