ETV Bharat / bharat

'ସିଏଏ, ଏନଆରସି ଓ ଏନପିଆର ରାଷ୍ଟ୍ର ପାଇଁ ବିପଦ'

ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରତିବାଦ ଜାରି ରହିଛି । ବିରୋଧୀ ମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭକାରୀ ହିଂସାକାଣ୍ଡ ମଧ୍ୟ ଘଟାଇଛନ୍ତି । ଅଧିକ ଖବର ପଢନ୍ତୁ...

'ସିଏଏ, ଏନଆରସି ଓ ଏନପିଆର ରାଷ୍ଟ୍ର ପାଇଁ ବିପଦ'
'ସିଏଏ, ଏନଆରସି ଓ ଏନପିଆର ରାଷ୍ଟ୍ର ପାଇଁ ବିପଦ'
author img

By

Published : Dec 26, 2019, 3:29 AM IST

ନୂଆଦିଲ୍ଲୀ: ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରତିବାଦ ଜାରି ରହିଛି । ବିରୋଧୀ ମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭକାରୀ ହିଂସାକାଣ୍ଡ ମଧ୍ୟ ଘଟାଇଛନ୍ତି । ଏହି କ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି, କେନ୍ଦ୍ର ସରକାର ଯାହା ବି କରୁଛନ୍ତି ବିଶେଷ କରି 'ସିଏଏ, ଏନଆରସି ଓ ଏନପିଆର ଏବେ ଦେଶ ପାଇଁ ବଡ ବିପଦ ହୋଇ ଛିଡା ହୋଇଛି । ଏହା ରାଷ୍ଟ୍ରରେ ଥିବା ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ବି କଡା ଟାର୍ଗେଟ କରିଛନ୍ତି ଅଖିଳେଶ ଯାଦବ । ସେ କହିଛନ୍ତି ସିଏଏକୁ ନେଇ ଉତ୍ତର ପ୍ରଦେଶରେ ଯେଉଁ ହିଂସା ଦେଖାଦେଇଛି ତାକୁ ରୋକିବାରେ ସରକାର ବିଫଳ । କେବଳ ଏତିକି ନୁହେଁ ରାଜ୍ୟରେ ଥିବା ସରକାରୀ ଯୋଜନାର ପରିଚାଳନା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.