ETV Bharat / bharat

ଟ୍ରମ୍ପଙ୍କ ମୂର୍ତ୍ତି ପୂଜାକରି ଚର୍ଚ୍ଚିତ ଚେହେରା କୃଷ୍ଣାଙ୍କ ହୃଦଘାତରେ ମୃତ୍ୟୁ - ଟ୍ରମ୍ପଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରି ଚର୍ଚ୍ଚିତ ହୋଇଥିବା ତେଲେଙ୍କାନାର କୃଷ୍ଣା ହୃତଘାତରେ ମୃତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ 6 ଫୁଟର ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚିତ ହୋଇଥିବା ତେଲେଙ୍ଗାନାର କୃଷ୍ଣାଙ୍କ ହୃଦଘାତରେ ମୃତ୍ୟୁ । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରି ଚର୍ଚ୍ଚିତ ହୋଇଥିବା ତେଲେଙ୍କାନାର କୃଷ୍ଣା ହୃତଘାତରେ ମୃତ

author img

By

Published : Oct 11, 2020, 5:43 PM IST

ହାଇଦ୍ରାବାଦ: ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚିତ ହୋଇଥିବା ତେଲେଙ୍ଗାନାର କୃଷ୍ଣାଙ୍କ ହୃଦଘାତରେ ମୃତ୍ୟୁ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ 6 ଫୁଟର ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚିତ ହୋଇଥିଲେ ତେଲେଙ୍ଗାନାର ମେଡାକ ଜିଲ୍ଲାର କେନ୍ନେରୁର ବୁସା କୃଷ୍ଣା ।

ଟ୍ରମ୍ପଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରି ଚର୍ଚ୍ଚିତ ହୋଇଥିବା ତେଲେଙ୍ଗାନାର କୃଷ୍ଣା ହୃଦଘାତରେ ମୃତ

ତେଲେଙ୍ଗାନାର କୋନ୍ନେରର ଯୁବକ ବୁସା କୃଷ୍ଣା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚ ଏକ ପ୍ରତିମା ନିର୍ମାଣ କରି ପ୍ରତିଦିନ ତାଙ୍କର ପୂଜା କରୁଥିଲେ । ଭାରତ ଗସ୍ତରେ ଟ୍ରମ୍ପ ଆସୁଥିବାରୁ ଟ୍ରମ୍ପଙ୍କୁ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ ନିଜକୁ ଟ୍ରମ୍ପଙ୍କର ବହୁତ ବଡ ଫ୍ୟାନ ଦର୍ଶାଇ ଟ୍ରମ୍ପଙ୍କୁ ଭେଟିବାର ସୁଯୋଗ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ କରିଥିଲେ ।

ସେ ଟ୍ରମ୍ପଙ୍କୁ ଏତେ ଭଲ ପାଉଥିଲେ ଯେ, ପ୍ରତିଦିନ ତାଙ୍କୁ ଭଗବାନ ଭଳି ସକାଳୁ ସନ୍ଧ୍ୟାରେ ପୂଜା କରୁଥିଲେ । ଗତ ଫେବୃଆରୀ 24 ଓ 25 ତାରିଖ ଦିନ ଗୁଜୁରାଟର ଅହମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.