ETV Bharat / bharat

ଚଳନ୍ତା ଗାଡିରେ ଆତସବାଜି, ଭିଡିଓ ଭାଇରାଲ - ଦୀପାବଳି ସେଲିବ୍ରେସନ

ଦୀପାବଳିରେ ସାରା ଦେଶ ସେଲିବ୍ରେସନ କରିଥିବା ବେଳେ ଗ୍ରେଟର ନଏଡାର ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କୁ ଚକିତ କରିଛି । ଚଳନ୍ତା କାରରେ ଆତସବାଜୀ କରାଯାଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଭାଇରାଲ ଫଟୋ
author img

By

Published : Oct 30, 2019, 2:11 PM IST

ନୂଆଦିଲ୍ଲୀ: ଦୀପାବଳିରେ ସାରା ଦେଶ ସେଲିବ୍ରେସନ କରିଥିବା ବେଳେ ଗ୍ରେଟର ନୋଏଡାର ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କୁ ଚକିତ କରିଛି । ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣ ମାତ୍ରା ଖରାପ ସ୍ଥିତିରେ ଥିବା ବେଳେ ଏଠାକାର ବାସିନ୍ଦା ଏହାକୁ ଖାତିର ନକରି ମନଇଚ୍ଛା ବାଣ ଫୁଟାଇଛନ୍ତି । ଯାହାଫଳରେ ବାୟୁ ପ୍ରଦୂଷଣ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାତି 10 ଟା ପୂର୍ବରୁ ବାଁ ଫୁଟାଇବା ସହ ବିପଦଜନକ ଅବସ୍ଥାରେ ବାଣ ଫୁଟାଇ ବାକୁ ବାରଣ କରାଯାଇଥିଲା। ମାତ୍ର ନଏଡାରେ ଦାଦ୍ରୀ ହାଇୱେରେ ଏକ ଚଳନ୍ତା କାରରୁ କିଭଳି ବେଫିକର ଆତସବାଜୀ କରାଯାଉଛି ଦେଖନ୍ତୁ...

ଭାଇରାଲ ଭିଡିଓ

ଟିକିଏ ନଜର ପକାନ୍ତୁ ଏହି ଭାଇରାଲ ଭିଡିଓ ଉପରେ। ଗାଡିଟି ଚାଲୁଥିବା ଅବସ୍ଥାରେ କେମିତି ବାଣ ଫୁଟା ଚାଲିଛି । ନିୟମକୁ ଆଖିଠାର ଦେଇ କେମିତି ଚାଲିଛି ଆତସବାଜି ତାହା ଏ ଭିଡିଓ ମାଧ୍ୟମରେ ଦେଖନ୍ତୁ । ତେବେ ଏହି ଭିଡିଓ ଭାଇରାଲ ପରେ ରାଜଧାନୀ ପୋଲିସଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ପୋଲିସ ତାର ତତ୍ପରତା ଦେଖାଇଥିବା ବେଳେ ଏମିତି ନିୟମ ଉଲ୍ଲଂଘନକାରୀଙ୍କୁ ଖୋଜିବାରେ ଲାଗିପଡିଛି ପୋଲିସ ।

Intro:ग्रेटर नोएडा:- पुलिस का दावा था की त्यौहारो पर शहर चपे-चपे पर उसकी नज़र है और सुरक्षा व्यवस्था चाक-चौबन्द है। लेकिन सोशल मीडिया पर एक वीडियो वायरल हो रहा है, पुलिस के दावो की धज्जियां उड़ते हुए और सुप्रीम कोर्ट के आदेशों को ताक पर रख रोड पर चलती कार की छतपर पटाखों को रखकर फोड़ा जा रहा है और तेज आवाज में म्यूजिक बजाया जा रहा है। जानकारी के अनुसार ये वीडियो ग्रेटर नोएडा के दादरी क्षेत्र हाइ-वे का है। विडियो वारयल होने के बाद अब इस वीडियो के आधार पर दादरी पुलिस कार मालिक सहित जो भी इसमे दोषी है उनकी तलाश कर रही है और आवश्यक कार्यवाही करने की बात कह रही है।

Body: पटाखे फोड़ने के कई तरीके आपने देखे होंगे, लेकिन ऐसा नजारा शायद आपने पहली बार देखा होगा, सोशल मीडया पर वायरल होता ये वीडियो ग्रेटर नोएडा के थाना दादरी क्षेत्र के हाई-वे का है जहां कार में सवार कुछ लोग कार की छतपर ढेर सारे पटाखे रखकर फोड़ रहे हैं, ये नजारा तब देखने को मिला जब सुप्रीम कोर्ट ने पटाखों पर बैन लगा रखा था। साथ ही इन्होंने यातायात नियमो की भी धज्जियां उड़ाई। पुलिस ने वीडियो को संज्ञान में लेकर आरोपियों की तलाश में जुट गई है।Conclusion: वही फिलहाल वीडियो के बारे में जांच की जा रही है लेकिन ग्रेटर नोएडा पुलिस कैमरे पर कुछ भी बोलने से बचती हुई नजर आई।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.