ETV Bharat / bharat

ଦିଲ୍ଲୀ ନିର୍ବାଚନ: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମାୟାବତୀ

author img

By

Published : Feb 3, 2020, 11:36 AM IST

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ଆଜି ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ମଇଦାନକୁ ଓହ୍ଲାଇବେ । ଅଧିକ ପଢନ୍ତୁ...

BSP Chief mayawati
ଦିଲ୍ଲୀ ନିର୍ବାଚନ; ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମାୟାବତୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ଆଜି ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ମଇଦାନକୁ ଓହ୍ଲାଇବେ । ନିଜ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ପାଇଁ ସେ ଆଜି(ସୋମବାର) ତାଲକାତୋରା ଷ୍ଟାଡିୟମରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଏସପି କୌଣସି ଦଳ ସହ ମେଣ୍ଟ ନକରି ଏକାକୀ ଲଢୁଛି । ସେପଟେ ବିଜେପି ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିବେ ବୋଲି ଜଣାପଡିଛି ।

ସୂଚନା ଥାଉକି, ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ । ଫେବୃଆରୀ 11 ତାରିଖରେ ଭୋଟ ଗଣତି କରାଯିବ ।

ସୌଜନ୍ୟ : @ANI

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.