ETV Bharat / bharat

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ବ୍ଲର ହିଟର

ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରରେ ବ୍ଲର୍ ହିଟରର ବନ୍ଦୋବସ୍ତ କରାଯାଇଛି । ଅଧିକ ପଢନ୍ତୁ...

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ବ୍ଲର ହିଟର
ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ବ୍ଲର ହିଟର
author img

By

Published : Dec 12, 2020, 9:24 PM IST

ଲକ୍ଷ୍ନୌ: ଶୀତରୁ ରକ୍ଷା ପାଇବା ପାଇଁ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ରାମ ମନ୍ଦିରରେ ବ୍ଲର୍ ହିଟର ଲଗାଯାଇଛି । ପାଗ ପରିବର୍ତ୍ତନ ହେବା ସହ ଥଣ୍ଡାର ପ୍ରକୋପ ବୃଦ୍ଧି ପାଉଥିବାରୁ ରାମଲଲାଙ୍କ ପାଇଁ ବ୍ଲର ହିଟରର ବନ୍ଦୋବସ୍ତ କରାଯାଇଛି । ଏହା ଫଳରେ ଶ୍ରୀ ରାମଲାଲଙ୍କ ଉପରେ ଥଣ୍ଡାର କୌଣସି ପ୍ରଭାବ ପଡିବନାହିଁ ।

ଏଣିକି ଆଉ ପ୍ରଭୁ ଶ୍ରୀ ରାମଲାଲଙ୍କ ଉପରେ ଥଣ୍ଡାର କୌଣସି ପ୍ରଭାବ ପଡିବନାହିଁ । କାହିଁକି ନା ରାମଲାଲଙ୍କୁ ଟେଣ୍ଟରୁ ନେଇ ଆସ୍ଥାନ ଉପରେ ବିରାଜମାନ କରାଯାଇଛି । ଯେଉଁଠାରେ ଥଣ୍ଡାରୁ ବର୍ତ୍ତିବା ପାଇଁ ସମସ୍ତ ଉପାୟ ଅବଲମ୍ବନ କରାଯାଇଛି । ରାମଲଲା ଟେଣ୍ଟରେ ଥିବା କାରଣରୁ ଥଣ୍ଡାରୁ ରକ୍ଷାପାଇବା ପାଇଁ କୌଣସି ଯନ୍ତ୍ରର ବ୍ୟବହାର କରାଯାଇ ପାରୁନଥିଲା । ଏବେ ରାମଲଲା ଆସ୍ଥାନରେ ବିରାଜମାନ ହେବାପରେ ବ୍ଲର ହିଟରର ବନ୍ଦୋବସ୍ତ କରାଯାଇଛି ।

ତେବେ ଗତ 27 ବର୍ଷ ହେବ ରାମଲଲା ଟେଣ୍ଟରେ ଥଣ୍ଡା ମଧ୍ୟରେ ରହୁଥିଲେ । ଏହି କାରଣରୁ ଭଗବାନଙ୍କୁ କେବଳ ଗରମ ବସ୍ତ୍ର ପରିଧାନ କରାଯାଉଥିଲା । କିନ୍ତୁ 2019 ମସିହା ନଭେମ୍ବର 9 ତାରିଖରେ ନିର୍ଦ୍ଦେଶ ଦେବାପରେ 25 ମାର୍ଚ୍ଚରୁ ରାମଲଲା ଆସ୍ଥାନରେ ବିରାଜମାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.