ETV Bharat / bharat

ପଶ୍ଚିମବଙ୍ଗରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାଡ

author img

By

Published : Sep 8, 2020, 1:01 AM IST

ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଥମିବାକୁ ନାଁ ନେଉନାହିଁ । 24 ପ୍ରଗଣାରେ ବିଜେପିର ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ କିଛି ଦୁର୍ବୃତ୍ତ ଗୁଳି ମାରିଥିବା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାଡ
ପଶ୍ଚିମବଙ୍ଗରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାଡ

କୋଲକାତା: ପଶ୍ଚିମବଙ୍ଗରେ ବଢିଚାଲିଛି ଅପରାଧ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଥମିବାକୁ ନାଁ ନେଉନାହିଁ । ଏପରି ସ୍ଥିତିରେ 24 ପ୍ରଗଣାରେ ବିଜେପିର ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ କିଛି ଦୁର୍ବୃତ୍ତ ଗୁଳି ମାରିଥିବା ଖବର ସାମ୍ନାକୁ ଆସିଛି । ତେବେ ମହିଳା କାର୍ଯ୍ୟକର୍ତ୍ତାଙ୍କର ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି ।

ପୋଲିସର ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଛି । ତେବେ ଗୁଳିମାରିଥିବା ଦୁର୍ବୃତ୍ତକୁ ଧରିବା ପାଇଁ ଦଦନ୍ତ ଚଳାଇଛି ପୋଲିସ । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସକୁ ଦାୟୀ କରିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.