ETV Bharat / bharat

ଉତ୍ତରାଖଣ୍ଡ ବିଜେପିରୁ ବିଦା ହେଲେ 90 ସଦସ୍ୟ

author img

By

Published : Oct 4, 2019, 6:39 PM IST

ଉତ୍ତରାଖଣ୍ଡରେ ବିଜେପି ଶୁକ୍ରବାର ଦଳର 90 ସଦସ୍ୟଙ୍କୁ ଦଳବିରୋଧୀ କାର୍ଯ୍ୟକଳାପରେ ଲିପ୍ତ କାରଣରୁ ଦଳରୁ ନିଷ୍କାସିତ କରିଛି ବିଜେପି । 6 ବର୍ଷ ପାଇଁ ସମସ୍ତ ସଦସ୍ୟଙ୍କୁ ବହିଷ୍କୃତ କରାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ଡେରାଡୁନ: ଉତ୍ତରାଖଣ୍ଡରେ ବିଜେପି ଶୁକ୍ରବାର ଦଳର 90 ସଦସ୍ୟଙ୍କୁ ଦଳବିରୋଧୀ କାର୍ଯ୍ୟକଳାପରେ ଲିପ୍ତ କାରଣରୁ ଦଳରୁ ନିଷ୍କାସିତ କରିଛି ବିଜେପି । 6 ବର୍ଷ ପାଇଁ ସମସ୍ତ ସଦସ୍ୟଙ୍କୁ ବହିଷ୍କୃତ କରାଯାଇଛି ।

bjp uttarakhand expels 90 members from party
ଫଟୋ ସୌଜନ୍ୟ: ଏଏନଆଇ

ବହିଷ୍କୃତ ବିଧାୟକଙ୍କ ମଧ୍ୟରେ ରଜନୀଶ ଶର୍ମା, ମୀରା ରତୁଡି, ମୋହନ ସିଂହ ବିଷ୍ଟ, ମହେଶ ବାଗାଡି. ପ୍ରମିଳା ସିୟାଲ ଓ ଭବନ ସିଂହଙ୍କ ଭଳି ବରିଷ୍ଠ କର୍ମୀ ସାମିଲ ରହିଛନ୍ତି ।

ସମାନ ଘଟଣାରେ କିଛି ଦିନ ପୂର୍ବରୁ 40 ସଦସ୍ୟଙ୍କୁ ପାର୍ଟିରୁ ବହିଷ୍କାର କରିଥିଲା । 40 ସଦସ୍ୟଙ୍କୁ ମାଶାଇ ମୋଟ 90 ସଦସ୍ୟଙ୍କୁ ପାର୍ଟିରୁ ନିଷ୍କାସିତ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମିଡିଆ ପ୍ରଭାରୀ ଡା. ଦେବେନ୍ଦ୍ର ଭସିନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.