ETV Bharat / bharat

ନିର୍ବାଚନୀ ସଭାରେ ଖାଲି ରହିଲା ଚେୟାର, କାନ୍ଦିଲେ ଆଜମଗଡ ସାଂସଦ - UP

ଆଜମଗଡ ସାଂସଦ ନୀଲମ ସୋନକରଙ୍କ ନିର୍ବାଚନୀ ସଭାରେ ଦେଖାଦେଇଥିଲା । ଏଠାରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ଏହି ସଭାରେ ବହୁ ସଂଖ୍ୟାରେ ଚେୟାର ଖାଲିଥିଲା । ବହୁ କମ ସଂଖ୍ୟାରେ ଜନତା ଏହି ସଭାରେ ଆସିଥିଲେ । ଯାହାକୁ ଦେଖି ମଞ୍ଚାସୀନ ସାଂସଦ ନୀଲମଙ୍କ ଆଖିରୁ ଲୁହ ଝରିବାକୁ ଲାଗିଥିଲା ।

ପ୍ରତୀକାତ୍ମକ ଫଟୋ
author img

By

Published : Apr 13, 2019, 10:25 PM IST

ଲକ୍ଷ୍ନୌ: ୨୦୧୪ ଲୋକସଭା ନିର୍ବାଚନରେ ୟୁପିରୁ ବିଜେପିକୁ ମିଳିଥିଲା ବଡ ସଫଳତା । ଏହି ନିର୍ବାଚନରେ ୭୦ରୁ ଅଧିକ ଆସନ ଜିତିଥିଲା ଦଳ । ଅନ୍ୟପକ୍ଷେ ବର୍ତ୍ତମାନରେ ରାଜ୍ୟରେ କିଛି ଅଲଗା ପରିସ୍ଥିତି ଦେଖାଦେଇଛି । ସଂସଦୀୟ କ୍ଷେତ୍ରରେ ସଭା ହେଉଛି ଆଉ ସେହି ସଭାରେ ଦଳର ପ୍ରଦେଶ ଅଧ୍ୟକ୍ଷ ମୁଖ୍ୟ ଅତିଥି ରହିଛନ୍ତି । ତଥାପି ଭିଡ଼ ଏକାଠି କରିବାରେ ଅସମର୍ଥ ହେଉଛି ବିଜେପି । ତେଣୁ ଦଳର ଜିତିବା ଉପରେ ପ୍ରଶ୍ନ ଚିହ୍ନ ଉଠିବା ସ୍ବାଭାବିକ ।

ଏପରି କିଛି ଦୃଶ୍ୟ ଆଜମଗଡ ସାଂସଦ ନୀଲମ ସୋନକରଙ୍କ ନିର୍ବାଚନୀ ସଭାରେ ଦେଖା ଦେଇଥିଲା । ଏଠାରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ଏହି ସଭାରେ ବହୁ ସଂଖ୍ୟାରେ ଚେୟାର ଖାଲିଥିଲା । ବହୁ କମ ସଂଖ୍ୟାରେ ଜନତା ଏହି ସଭାରେ ଆସିଥିଲେ । ଯାହାକୁ ଦେଖି ମଞ୍ଚାସୀନ ସାଂସଦ ନୀଲମଙ୍କ ଆଖିରୁ ଲୁହ ଝରିବାକୁ ଲାଗିଥିଲା ।

ସେ ବହୁଥର ନିଜ ନିଜ ଆଖିର ଲୁହକୁ ରୋକିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଭାବନାରେ ଆଖିରୁ କ୍ରମାଗତ ଲୁହ ଝରୁଥିଲା । ତାଙ୍କ ସଭା ପାଇଁ ଆୟୋଜକଙ୍କ ପକ୍ଷରୁ ଭିଡ ଏକାଠି କରିବାକୁ ପ୍ରୟାସ କରାଯାଇଥିଲା । କିନ୍ତୁ ସଭାରେ ଭିଡ ହୋଇ ପାରି ନଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.