ETV Bharat / bharat

ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ନେତା, ବହୁମତ ପରୀକ୍ଷଣ ପାଇଁ ଦାବି

ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନଙ୍କ ସମେତ ଅନ୍ୟ ବିଜେପି ନେତା । 16 ତାରିଖ ପୂର୍ବରୁ ଏକ ବିଧାସଭା ଅଧିବେଶନ ଡକାଇ ମହୁମତ ପରୀକ୍ଷଣ ପାଇଁ ଦାବି କରିଛନ୍ତି ଏହି ବିଜେପି ନେତା । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ନେତା

author img

By

Published : Mar 15, 2020, 5:09 AM IST

ଭୋପାଳ: ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନଙ୍କ ସମେତ ବିଜେପି ନେତା ଗୋପାଲ ଭାର୍ଗଭ, ନରୋତ୍ତମ ମିଶ୍ର ଓ ଭୂପେନ୍ଦ୍ର ସିଂହ । ବିଜେପି ନେତାମାନେ ରାଜ୍ୟପାଲଙ୍କୁ ସାକ୍ଷାତ କରି ବିଧାନସଭାରେ ଶକ୍ତି ପରୀକ୍ଷା କରାଇବାକୁ ଦାବି ଜଣାଇଛନ୍ତି ।

ବିଜେପିର ଏହି ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଏକ ଚିଠି ହସ୍ତାନ୍ତର କରି 16 ତାରିଖ ପୂର୍ବରୁ ଏକ ବିଧାସଭା ଅଧିବେଶନ ଡକାଇ ମହୁମତ ପରୀକ୍ଷଣ ପାଇଁ ଦାବି କରିଛନ୍ତି । ଏହାସହ ବହୁମତ ପରୀକ୍ଷଣକୁ ଭିଡିଓଗ୍ରାଫି କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ବିଜେପି ନେତା ।

ସେପଟେ ଶୁକ୍ରବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ଥିବା କହିଥିଲେ । ହେଲେ ସମସ୍ତ 22 କଂଗ୍ରେସ ବିଧାୟକ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବା ପରେ ହିଁ ଏହି ବହୁମତ ପରୀକ୍ଷା ହେଉ ବୋଲି ସେ କହିଥିଲେ।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.