ETV Bharat / bharat

ଓଡିଶା ଦଖଲ କରିବାକୁ ଜିଲ୍ଲାସ୍ତରରେ କାର୍ଯ୍ୟାଳୟ ନିର୍ମାଣ କରୁଛି BJP - ଓଡିଶାରେ ସରକାର ଗଢିବ ବିଜେ

ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା କହିଛନ୍ତି, ୨୦୧୪ ମସିହାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ବିଜେପିର କାର୍ଯ୍ୟାଳୟ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ କଳ୍ପନା କରିଥିଲେ, ଯାହା ବର୍ତ୍ତମାନ ସଫଳ ହେଉଛି । ଅଧିକ ପଢନ୍ତୁ..

ଓଡିଶା ଦଖଲ କରିବାକୁ ଜିଲ୍ଲାସ୍ତରରେ କାର୍ଯ୍ୟାଳୟ ନିର୍ମାଣ କରୁଛି BJP

author img

By

Published : Nov 18, 2020, 3:25 AM IST

Updated : Nov 18, 2020, 4:00 PM IST

ନୂଆଦିଲ୍ଲୀ: ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଢେଙ୍କାନାଳ, କେନ୍ଦୁଝର, ବାରିପଦା, ସୁନ୍ଦରଗଡ ଏବଂ ବରଗଡ ଠାରେ ବିଜେପିର ନୂତନ କାର୍ଯ୍ୟାଳୟକୁ ଲୋକାର୍ପଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ଉଦଘାଟନୀ ସଭାରେ କାର୍ଯ୍ୟକରର୍ତ୍ତାଙ୍କୁ ଉଦବୋଧନ ଦେବା ଅବସରରେ ନଡ୍ଡା କହିଛନ୍ତି, ଓଡିଶା ବିଜେପି ପାଇଁ ଆଜି ହେଉଛି ଖୁସିର ଦିନ ।

  • " class="align-text-top noRightClick twitterSection" data="">

ସେହିପରି ନଡ୍ଡା କହିଛନ୍ତି, ୨୦୧୪ ମସିହାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ବିଜେପିର କାର୍ଯ୍ୟାଳୟ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ କଳ୍ପନା କରିଥିଲେ, ଯାହା ବର୍ତ୍ତମାନ ସଫଳ ହେଉଛି । ଓଡିଶାର ସମସ୍ତ ଜିଲ୍ଲାରେ ଆଗାମୀ ଦିନରେ ନୂତନ କାର୍ଯ୍ୟାଳୟ ଖୋଲିବ । ଆଗାମୀ ଦିନରେ ଅର୍ଥାତ 2024ରେ ଓଡିଶାରେ ପଦ୍ମ ଫୁଟିବ । ଭାରତୀୟ ଜନତା ପାର୍ଟି ନିଶ୍ଚେ ସରକାର ଗଢିବାରେ ସଫଳ ହେବ ବୋଲି ଦୃଢୋକ୍ତି ଦେଇଛନ୍ତି ନଡ୍ଡା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 18, 2020, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.