ETV Bharat / bharat

ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ବିଲକୁ ବିଜେଡିର ସମର୍ଥନ

ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ବିଲକୁ ବିଜେଡି ସମର୍ଥନ କରିଛି । ଅଧିକ ପଢନ୍ତୁ...

ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ବିଲ
ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ବିଲ
author img

By

Published : Feb 8, 2021, 2:10 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ବିଲକୁ ବିଜେଡି ସମର୍ଥନ ଦେଇଛି । ଆଜି ରାଜ୍ୟସଭାରେ ବିଲ ଉପରେ ହେଉଥିବା ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଏହାକୁ ସମର୍ଥନ କରିଛନ୍ତି ।

ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ବିଲ

ଜମ୍ମୁ-କାଶ୍ମୀର କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୋଲିସ ସେବା (ଆଇପିଏସ୍) ଏବଂ ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଅଧିକାରୀଙ୍କୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମିଶ୍ରଣ କରିବା ଏହି ବିଧେୟକର ଉଦ୍ଦେଶ୍ୟ ।

ଏହାକୁ ଗୃହମନ୍ତ୍ରୀ ଜି କିଶନ ରେଡ୍ଡୀ ଗୁରୁବାର ଦିନ ରାଜ୍ୟସଭାରେ ଆଗତ କରିଥିଲେ । ସୂଚନାଥାଉକି, ରାଷ୍ଟ୍ରପତି ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ଅଧ୍ୟାଦେଶକୁ ଜାନୁଆରୀରେ ଲାଗୁ କରିଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଯାହାକୁ ଚଳିତ ଅଧିବେଶନରେ ବିଲ ଆକାରରେ ଆଣିଛନ୍ତି ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.