ETV Bharat / bharat

ହାଇଦ୍ରାବାଦ ଲଜ୍ଜା: ଦୋଷୀଙ୍କ ମୃତ୍ୟୁଦଣ୍ଡ ଦାବି କଲେ ଅମର ପଟ୍ଟନାୟକ

author img

By

Published : Dec 2, 2019, 3:03 PM IST

ହାଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟସଭାରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଶୁଣନ୍ତୁ ସେ କ'ଣ କହିଛନ୍ତି...

bjd mp amar patnaik
ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି

ନୂଆଦିଲ୍ଲୀ: ହାଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟସଭାରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ମାମଲାରେ ଦୁଃଖପ୍ରକାଶ କରିବା ସହିତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ । ସେ କହିଛନ୍ତି, ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ମାମଲାର ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବା ଉଚିତ ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ନାରୀ ସୁରକ୍ଷା ପାଇଁ ଦେଶରେ ବିଭିନ୍ନ ପ୍ରକାର ଆଇନ ରହିଛି । ତଥାପି ନାରୀ ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣା ପ୍ରତିଦିନ ଘଟୁଛି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆମକୁ ସ୍କୁଲ ଏବଂ କଲେଜରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ଉଚିତ ବୋଲି ଅମର ପଟ୍ଟନାୟକ କହିଛନ୍ତି ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.