ETV Bharat / bharat

ଝାନସୀ ରାଣୀ ଲକ୍ଷ୍ମୀବାଈ@190

ଆଜି ଝାନସୀ ରାଣୀ ଲକ୍ଷ୍ମାବାଈଙ୍କର 190 ତମ ଜନ୍ମଜୟନ୍ତୀ। ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ନାୟିକା ହେଲେ ଲକ୍ଷ୍ମୀବାଈ ।

ଝାନସୀ କି ରାଣୀ@190
author img

By

Published : Nov 19, 2019, 1:04 PM IST

ଲକ୍ଷ୍ନୌ: ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତା ବନ୍ଧନରୁ ମୁକ୍ତ କରିବାରେ ଅନେକ ନାରୀଙ୍କ ପ୍ରମୁଖ ଭୂମିକା ରହିଥିଲା । ସେମାନଙ୍କ ମଧ୍ୟରୁ ରାଣୀ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। 1828 ମସିହା ନଭେମ୍ବର 19 ତାରିଖ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ଲକ୍ଷ୍ମୀବାଈ ଜନ୍ମ ନେଇଥିଲେ। ପ୍ରତିବର୍ଷ ଆଜିର ଦିନରେ ତାଙ୍କର ଜନ୍ମଦିବସ ପାଳିଥାନ୍ତି ଦେଶବାସୀ ଓ ତାଙ୍କର କର୍ମକୁ ସ୍ମରଣ କରି ଦେଇଥାନ୍ତି ଶ୍ରଦ୍ଧାଞ୍ଜଳି ।

ଝାନସୀ କି ରାଣୀ@190

ଏହି ଦିନରେ ସାରା ସହରକୁ ବିଭିନ୍ନ ପ୍ରକାର ସୁସଜ୍ଜିତ କାରାଯାଇଥାଏ । ଏହାସହ ତାଙ୍କ ସହ ଜଡିତ ଐତିହାସିକ ସ୍ଥଳୀକୁ ମଧ୍ୟ ଆକର୍ଷଣୀୟ କରିବା ପାଇଁ ସାଜସଜ୍ଜା ହୋଇଥାଏ। ମହାରାଷ୍ଟ୍ର ଗଣେଷ ମନ୍ଦିରରେ ମହାରାଜ ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ ଲକ୍ଷ୍ମୀବାଈ । ତେଣୁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନରେ ଗଣେଶ ମନ୍ଦିରରେ ଆୟୋଜିତ ହୁଏ ବଡ ଧରଣର ଉତ୍ସବ । ତେବେ ଆଜି ତାଙ୍କର 190 ତମ ଜନ୍ମ ଦିବସରେ ସୁସଜ୍ଜିତ ହୋଇଛି ସାରା ଝାନସୀ । ଝାନସୀର ନାମକୁ ଲକ୍ଷ୍ମୀବାଈଙ୍କ ନାମରେ ଖୁବ ପରିଚିତ ।

ସଂକ୍ଷେପରେ ଲକ୍ଷ୍ମୀବାଈଙ୍କ ଜୀବନୀ:

ଲକ୍ଷ୍ମୀବାଈଙ୍କ ପ୍ରକୃତ ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ଥିଲା ମନୁ। ପିତା ମୋରପନ୍ତ ତାମ୍ବେ ଓ ମାତା ଭାଗିରଥୀ ବାଈଙ୍କ କନ୍ୟା ମନୁ। ମାତ୍ର 4ବର୍ଷର ହୋଇଥିବା ବେଳେ ଏକା କରି ଚାଲିଗଲେ ଲକ୍ଷ୍ମୀବାଇଙ୍କ ମା। ଆଉ ତାପରଠୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀବାଈଙ୍କ ସଂଘର୍ଷମୟ ଜୀବନ। ଛୋଟ ବୟସରୁ ଖଡ୍ଗ ଚାଳନା, ଅଶ୍ଵାରୋହଣ,ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ଖୁବ ପାରଙ୍ଗମ ଥିଲେ। ସ୍ବାଧିନତା ସମୟରେ ଅନେକ ନାରୀଙ୍କ ଭିତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରାଣୀ ଲକ୍ଷ୍ମୀବାଈ।

19 ମେ 1842 ମସିହାରେ ସେ ବିବାହ କରିଥିଲେ । ବିବାହ ପରେ ତାଙ୍କୁ ମହାରାଣୀର ଆଖ୍ୟା ମିଳିଥିଲା । କିଛି ଦିନ ପରେ ଅସୁସ୍ଥ ହେବାରେ ଲାଗିଥିଲେ ରାଜା ଗଙ୍ଗାଧର ରାଓ । ଫଳରେ ଲକ୍ଷ୍ମୀବାଈ ରାଜ୍ୟ ଶାସନ ହାତକୁ ନେଇଥିଲେ । ଆଉ ସମସ୍ତ ରାଜକାର୍ଯ୍ୟ ସମ୍ଭାଳୁଥିଲେ । ବ୍ରିଟିଶ ଆକ୍ରମଣରେ 1858 ମସିହା ଜୁନ 18 ତାରିଖରେ ତାଙ୍କର ମୃତ୍ୟୁ ପରେ ଦୋହଲି ଯାଇଥିଲା ଝାନସୀ । ଆଉ ଜଣେ ଯୋଦ୍ଧାଙ୍କୁ ହରାଇଥିଲେ ପ୍ରଜାଗଣ । ତାପରେ ଗ୍ବାଲିଅର ଦୁର୍ଗକୁ ଅକ୍ତିଆର କରିନେଲା ଗୋରା ସରକାର । କିନ୍ତୁ ନିଜର କର୍ମ ଓ ସାହସିକତା ପାଇଁ ଦେଶବାଶୀଙ୍କ ହୃଦୟରେ ଉଦଜୀବିତ ମଣିକର୍ଣ୍ଣିକା ।

Intro:झांसी. काशी में जन्मीं छबीली मनु की शादी झांसी के महाराष्ट्र गणेश मंदिर में महाराज गंगाधर राव के साथ हुई थी। विवाह के बाद वे महारानी लक्ष्मीबाई बनीं और भारतीय स्वतंत्रता संग्राम में एक महानायिका के रूप में उनका उभार हुआ। देश की आज़ादी की पहली लड़ाई में महारानी लक्ष्मीबाई ने जिस तरह विदेशी हुकूमत को युद्ध के मैदान में चुनौती दी थी, उससे उन्हें मर्दानी के नाम से जाना गया। आज पूरी दुनिया में झांसी की पहचान रानी लक्ष्मीबाई के कारण होती है। इस वीरांगना की जयंती हर साल 19 नवंबर को मनाई जाती है।

Body:जयंती पर विविध आयोजन

झांसी की रानी लक्ष्मीबाई की जयंती पर हर साल झांसी में विविध तरह के आयोजन होते हैं। पूरे शहर को सजाया जाता है और उनसे जुड़े ऐतिहासिक स्थलों पर भी विविध आयोजन होते हैं। झांसी के महाराष्ट्र गणेश मंदिर में महाराज गंगाधर राव के साथ झांसी की रानी लक्ष्मीबाई का विवाह संपन्न हुआ था। इस मंदिर में हर साल विविध तरह के आयोजन होते हैं। मन्दिर में गंगाधर राव और रानी लक्ष्मीबाई के समय की कई स्मृतियां सँजोकर रखी गई है।

Conclusion:रानी से जुड़े कई तथ्यों पर मतभेद

देश-दुनिया में अपनी तलवार की धार की दम पर अपनी पहचान कायम करने वाली रानी लक्ष्मीबाई के जन्म वर्ष और विवाह वर्ष को लेकर कई तरह के मतभेद देखने को मिलते हैं। जहां सरकारी दस्तावेजों में रानी का जन्मवर्ष 1835 बताया गया है तो दूसरी ओर बहुत सारे जानकर उनके जन्म का वर्ष 1828 मानते हैं। इन सबके बीच कई और तथ्यों को लेकर भी समय-समय पर विरोधाभास सामने आते रहे हैं, जिन्हें दूर किये जाने की जरूरत महसूस होती रही है।

विवाह के बाद मनु बनीं महारानी

महाराष्ट्र गणेश मंदिर के सचिव गजानन खानवलकर कहते हैं कि बिठूर की मनू इस मंदिर में आकर लक्ष्मीबाई बनीं। महाराज गंगाधर राव के साथ उनका विवाह इसी मंदिर में सम्पन्न हुआ था। इस मंदिर में 19 मई 1842 को उनका विवाह था।

विवाह के वर्ष पर भी मतभेद

महाराष्ट्र गणेश मंदिर के पुजारी विश्राम तांबे कहते हैं यहां विवाह होने के बाद उन्हें महारानी का नाम मिला था। इतिहास में दो महारानी हुईं। एक महारानी विक्टोरिया और दूसरी महारानी लक्ष्मीबाई। इसके बाद इतिहास में किसी और को महारानी का नाम नहीं दिया गया है। यहां आने के बाद उन्होंने पूरी सत्ता अपने हाथ में ले ली थी क्योंकि गंगाधर राव बीमार रहते थे और उन्हें नाटक का ज्यादा शौक था। मन्दिर के शिलालेख में विवाह का वर्ष 1842 लिखे होने पर असहमति जताते हुए वे कहते हैं कि हमारे पूर्वज बताते हैं कि जन्म के बारह वर्ष में उनका विवाह हुआ था।

बाइट - गजानन खानवलकर - सचिव, महाराष्ट्र गणेश मंदिर समिति

बाइट - विश्राम तांबे - गणेश मंदिर के पुजारी

पीटीसी

लक्ष्मी नारायण शर्मा
झांसी
9454013045
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.