ETV Bharat / bharat

କୋରୋନା ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା - କୋରୋନା

ବିହାର ହାଜିପୁରରେ କୋରୋନା ସନ୍ଦେହରେ ଜଣେ ଯୁବକ କ୍ବାରେଣ୍ଟିନ ସେଣ୍ଟରରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

_corona
କୋରୋନା ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା
author img

By

Published : May 21, 2020, 10:15 AM IST

ପାଟନା: କୋରୋନା ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା । ବିହାର ହାଜିପୁରରେ କୋରୋନା ସନ୍ଦେହରେ ଜଣେ ଯୁବକ କ୍ବାରେଣ୍ଟିନ ସେଣ୍ଟରରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଯୁବକ ଜଣଙ୍କ ଦିଲ୍ଲୀରୁ ଚାଲି ଚାଲି ନିଜ ଗାଁ ବିହାରର ବୈଶାଳୀରେ ପହଞ୍ଚିଥିଲା । ସେଠାରେ ତାଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ଏହାପରେ ଡାକ୍ତର ତାଙ୍କ ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ପାଟନା ପଠାଇଥିଲେ ।

ମାତ୍ର କୋରୋନା ଆକ୍ରାନ୍ତ ହୋଇଥିବା ଭାବି ଯୁବକଙ୍କ ଜଣଙ୍କ ଚିନ୍ତାରେ ଥିଲେ । ଫଳରେ ସେ କ୍ବାରେଣ୍ଟିନ ସେଣ୍ଟରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏପଟେ ତାଙ୍କ କୋରାନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.