ETV Bharat / bharat

ଦିଲ୍ଲୀ ପରେ ବିହାର କରିବ ପ୍ଲାଜମା ଥେରାପି

ଦିଲ୍ଲୀ ପରେ ବିହାର କରିବ ପ୍ଲାଜମା ଥେରାପି । ଏନେଇ ସୂଚନା ଦେଲେ ବିହାରର ସ୍ବାସ୍ଥ୍ୟ ସଚିବ ସଞ୍ଜୟ କୁମାର । ଅଧିକ ପଢନ୍ତୁ...

author img

By

Published : Apr 25, 2020, 2:41 PM IST

ଦିଲ୍ଲୀ ପରେ ବିହାର କରିବ ପ୍ଲାଜମା ଥେରାପି
ଦିଲ୍ଲୀ ପରେ ବିହାର କରିବ ପ୍ଲାଜମା ଥେରାପି

ପାଟନା: ଦିଲ୍ଲୀରେ ପ୍ଲାଜମା ଥେରାପିର ପ୍ରାଥମିକ ପର୍ଯ୍ୟାୟ ସଫଳ ପରେ ବିହାର କରିବ ପ୍ଲାଜମା ଥେରାପି । ପାଟନା ଏମ୍ସରେ ପ୍ଲାଜମା ଥେରାପି କରିବା ନେଇ ଯୋଜନା କରୁଛନ୍ତି ନୀତିଶ ସରକାର । ଏନେଇ ବିହାରର ମୁଖ୍ୟ ସ୍ବାସ୍ଥ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି ।

ବିହାରରେ ସମୁଦାୟ 225 କୋଭିଡ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 46 ଜଣ ସୁସ୍ଥ ହୋଇଛନ୍ତି । 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ଦିଲ୍ଲୀରେ ପ୍ଲାଜମା ଥେରାପି ସଫଳ ହୋଇଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଥିଲେ ।

କୋରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ରସ୍ତୁତ ହୁଏ ପ୍ଲାଜମା । ଏହି ପ୍ଲାଜମାକୁ ଅନ୍ୟ ଗୁରୁତର ବ୍ୟକ୍ତିଙ୍କୁ ଦିଆଯାଇଥାଏ । କୋରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ଠାରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହେଉଥିବାରୁ ସେମାନଙ୍କ ରକ୍ତ ଅନ୍ୟମାନଙ୍କ କ୍ଷେତ୍ରରେ କାମ ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.