ETV Bharat / bharat

ବିହାରରେ ବନ୍ୟା ବିତ୍ପାତ: ଜାତୀୟ ରାଜପଥରେ ଲହଡି ଭାଙ୍ଗୁଛି 6 ଫୁଟର ପାଣି

ବିହାରର ବନ୍ୟା ସ୍ଥିତି ସଙ୍ଗୀନ । ଜାତୀୟ ରାଜପଥରେ ଚାଲୁଛି 6 ଫୁଟର ପାଣି । ଜନଜୀବନ ପ୍ରଭାବିତ । ଅଧିକ ପଢନ୍ତୁ....

Bihar flood situation worsens
ବିହାରରେ ବନ୍ୟା ବିତ୍ପାତ: ଜାତୀୟ ରାଜପଥରେ 6 ଫୁଟର ପାଣି
author img

By

Published : Aug 3, 2020, 12:19 PM IST

ପାଟନା: ବିହାରର ବନ୍ୟା ସ୍ଥିତି ସଙ୍ଗୀନ । ମୁଜାଫରପୁରକୁ ସାରନ ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ 722ରେ ବନ୍ୟା ଜଳ 6 ଫୁଟ ଉପରେ ପ୍ରବାହିତ ହେଉଛି । ଯାହାଫଳରେ, ସାରାନ ଜିଲ୍ଲା ମୁଜାଫରପୁର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ପ୍ରତ୍ୟକ ବର୍ଷ ବିହାରରେ ବନ୍ୟା ଆସୁଥିବାରୁ ସରକାର ଏଥିପାଇଁ ପ୍ରସ୍ତୁତି କରନ୍ତି । ହେଲେ ଚଳିତ ଥର କୋରୋନାର ପ୍ରକୋପ ଯୋଗୁଁ ସେ ସବୁ ବନ୍ଦ ରହିଛି । ମେକର ବ୍ଲକର ଫୁଲଖରିଆରେ ଜଳମଗ୍ନ ହୋଇଥିବାରୁ ଲୋକମାନେ ଜାତୀୟ ରାଜପଥ722 ଦେଇ ଯାଉଛନ୍ତି । ହେଲେ ଜାତୀୟ ରାଜପଥରେ ପାଣିର ସ୍ରୋତ ଅଧିକ ଥିବାରୁ ଲୋକେ ଗାଡି ନେବା ସମୟରେ ଖସି ଯାଉଥିବା ନଜିର ରହିଛି ।

ବିହାରରେ ବନ୍ୟା ବିତ୍ପାତ: ଜାତୀୟ ରାଜପଥରେ 6 ଫୁଟର ପାଣି

ତେବେ, ପାଣିର ସ୍ରୋତ ଅଧିକ ଥିବାରୁ ରାଜପଥରେ ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି । ଏହା ସ୍ଥିତି ଉପରେ ନଜର ରଖିଛନ୍ତି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.