ETV Bharat / bharat

ବଜ୍ରପାତରେ ମୃତକଙ୍କ ପରିବାରକୁ 4 ଲକ୍ଷ ସହାୟତା ଦେବେ ବିହାର ସରକାର - bihar-cm-announces-4-lakh-

ବିହାରରେ ବଜ୍ରପାତରେ 8 ଜଣ ପ୍ରାଣ ହରାଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ 4 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ବଜ୍ରପାତରେ ମୃତକଙ୍କ ପରିବାରକୁ 4 ଲକ୍ଷ ସହାୟତା ଦେବେ ବିହାର ସରକାର

author img

By

Published : Jul 4, 2020, 1:00 PM IST

ପାଟନା: ବିହାରରେ ବଜ୍ରପାତରେ 8 ଜଣ ପ୍ରାଣ ହରାଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ 4 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ଶୁକ୍ରବାର ହୋଇଥିବା ଏହି ବ୍ରଜପାତରେ ବିହାର ସାମସ୍ତିପୁରର 3 ଜଣ, ଲାଖାଇସରାଇରେ 2 ଜଣ ଓ ଗୟା , ବଙ୍କା ଓ ଜାମୋଇରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ) କହିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ବଜ୍ରପାତ କାରଣରୁ ରାଜ୍ୟରେ ପ୍ରାଣ ହରାଇଥିବା ଆଠ ଜଣଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ 4 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଗତ ସପ୍ତାହରେ ବିହାରରେ ବଜ୍ରପାତ ଯୋଗୁଁ 90 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.