ETV Bharat / bharat

'ମୁଁ ସାବରକର ନୁହେଁ ରାହୁଲ ଗାନ୍ଧୀ' - ମୁଁ ରାହୁଲ ସାଭରକର ନୁହେଁ ରାହୁଲ ଗାନ୍ଧୀ

ଭାରତ ବଞ୍ଚାଅ ରାଲିରେ ବିଜେପି ଏବଂ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜାଣନ୍ତୁ ସେ କ'ଣ କହିଛନ୍ତି...

Rahul Gandhi
ଫାଇଲ ଫଟୋ
author img

By

Published : Dec 14, 2019, 4:05 PM IST

Updated : Dec 16, 2019, 4:46 PM IST

ନୂଆଦିଲ୍ଲୀ: କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ବିଜେପି ଏବଂ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତାଙ୍କର ‘ରେପ୍‌ ଇନ୍‌ ଇଣ୍ଡିଆ’ ଉକ୍ତିକୁ ନେଇ ସେ କେବେବି ଭୁଲ୍‌ ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସେ । ନିଜ ଉଦବୋଧନରେ ସ୍ବାଧୀନତା ସଂଗ୍ରାମୀ ସାବରକରଙ୍କ ନାମ ନେଇ ସେ କହିଛନ୍ତି,‘ମୁଁ ମରିଯିବି ପଛେ କ୍ଷମା ମାଗିବି ନାହିଁ। ମୋ ନାମ ରାହୁଲ ସାବରକର ନୁହେଁ, ରାହୁଲ ଗାନ୍ଧୀ । ମୁଁ ସତ କହିବାକୁ ଯାଇ କେବେ କ୍ଷମା ମାଗିବିନି କି କୌଣସି କଂଗ୍ରେସ ନେତା ଓ କର୍ମୀ ଏଥିପାଇଁ କ୍ଷମା ମାଗିବେ ନାହିଁ।’

ଭିଡିଓ ସୌଜନ୍ୟ: ଏଏନଆଇ

ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ମୋଦି ଏବଂ ଶାହ ଦେଶର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି । କଳାଧନ ନାଁରେ ଲୋକଙ୍କୁ ମିଛ କହିଛନ୍ତି । ଗରିବଙ୍କ ଠାରୁ ଟଙ୍କା ନେଇ 2-3 ଜଣ ଉଦ୍ୟୋଗପତିଙ୍କ ପକେଟ ଭର୍ତ୍ତି କରିଛନ୍ତି । ମୋଦି ସରକାର ରାତାରାତି ବିମୁଦ୍ରୀକରଣ କରିଛନ୍ତି । ଯାହା ଫଳରେ ଆଜି ଦେଶର ଅର୍ଥ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ପଡିଛି। ରାତାରାତି ଜିଏସଟି ଲାଗୁ କଲେ । ବର୍ତ୍ତମାନ ସ୍ତରରେ ଦେଶରେ 45 ବର୍ଷରେ ସର୍ବୋଚ୍ଚ ବେକାରୀ ସମସ୍ୟା ଦେଖାଦେଇଛି । ଜିଡିପି ବୃଦ୍ଧି 9 ପ୍ରତିଶତରୁ ହ୍ରାସ ପାଇ 4 ପ୍ରତିଶତକୁ ପହଞ୍ଚିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସହଯୋଗୀ ଅମିତ ଶାହ କ୍ଷମା ମାଗିବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

Intro:Body:

Top Congress leaders to hold 'Bharat Bachao' rally today

New Delhi, Dec 13 (PTI) Congress leaders led by party chief Sonia Gandhi, Rahul Gandhi and former prime minister Manmohan Singh will participate in the 'Bharat Bachao' rally at Ramlila grounds on Saturday to highlight the "divisive and disruptive" policies of the BJP government.

Top party leaders will also address the rally and highlight the "failures" of the Modi government and its alleged attempt to divide the country and its people.

The party's Overseas Congress will join the Bharat Bachao Rally through demonstrations around the world.

"Our message to save India from divisiveness, arrogance and incompetence will be spread worldwide," the Overseas Congress said.

Top Congress leaders including Ahmed Patel, Rajasthan chief minister Ashok Gehlot, KC Venugopal, Mukul Wasnik and Avinash Pande visited the Ramlila grounds and made an assessment of the preparations for Saturday's 'Bharat Bachao' rally.

Delhi Congress president Subhash Chopra claimed that over 50,000 people from the city will take part in the protest.

Delhi Congress chief spokesperson Mukesh Sharma said lakhs of party workers and people from other parts of the country will attend the rally.

Conclusion:
Last Updated : Dec 16, 2019, 4:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.