ETV Bharat / bharat

‘ଅଭିଜିତ ଏବଂ ଗାଙ୍ଗୁଲିଙ୍କ ପାଇଁ ବଙ୍ଗ ଗର୍ବିତ’ - ଅଭିଜିତ ବାନାର୍ଜୀ

ଅଭିଜିତ ବାନାର୍ଜୀ ଓ ସୌରଭ ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନୀର୍ଜୀ । କହିଲେ ଉଭୟ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ ।

ଫାଇଲ ଫଟୋ
author img

By

Published : Oct 16, 2019, 7:33 PM IST

କୋଲକାତା: ଅର୍ଥନୀତି କ୍ଷେତ୍ରରେ ଅଭିଜିତ ବାନାର୍ଜୀଙ୍କୁ ନୋବେଲ ମିଳିବ ଏବଂ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଭାବେ ଆଗକୁ ନିର୍ବାଚିତ ହେବେ । ଏହା ସମଗ୍ର ପଶ୍ଚିମବଙ୍ଗ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବିଶ୍ବରେ ଗରିବୀ ଦୂରୀକରଣ ଏବଂ ଦାରିଦ୍ର୍ୟ ହ୍ରାସ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଏବଂ ପତ୍ନୀ ଇସ୍ଥର ଡ଼ୁଫ୍ଲୋଙ୍କୁ ନୋବେଲ ପାଇଁ ମନୋନୀତ କରାଯାଇଛି । ସେହିପରି ବିସିସିଆଇର ଆଗାମୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି ଗାଙ୍ଗୁଲି ।

ଉଭୟ ପଶ୍ଚିମବଙ୍ଗର ହୋଇଥିବା ବେଳେ ଏହାକୁ ନେଇ ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ରାଜ୍ୟ ପାଇଁ ଅଭିଜିତ ଏବଂ ଗାଙ୍ଗୁଲି ଗର୍ବ ଆଣି ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.