ETV Bharat / bharat

ବାରାବଙ୍କିରେ ବିଷାକ୍ତ ମଦମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି - ବାରାବଙ୍କି

ବିଷାକ୍ତ ମଦ ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ହୋଇଛି । ମଦମୃତ୍ୟୁ ମାମଲାରେ ଜିଲ୍ଲା ଅବକାରୀ ଅଧିକାରୀ, 3 ଜଣ ମୁଖ୍ୟ କନେଷ୍ଟବଳ, ଏକ୍ସାଇଜର 5ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିବା ଏଡିଜି ରାଜୀବ କ୍ରିଷ୍ଣା ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 28, 2019, 11:28 PM IST

ଲକ୍ଷ୍ନୌ: ବାରାବଙ୍କିର ରାମନଗରରେ ବିଷାକ୍ତ ମଦ ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ହୋଇଛି । ଘଟଣାରେ ପୋଲିସ ଦେଶୀ ମଦ ଦୋକାନର ସେଲ୍ସମ୍ୟାନ ସୁନିଲ ଜାୟସଓ୍ବାଲକୁ ଗିରଫ କରିବା ସହିତ ଦୁଇଜଣ ପୁଲିସ କର୍ମୀଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି । ପୋଲିସ ମଦ ଦୋକାନର ମାଲିକ ସମେତ 3 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ମଦମୃତ୍ୟୁ ମାମଲାରେ ଜିଲ୍ଲା ଅବକାରୀ ଅଧିକାରୀ, 3 ଜଣ ମୁଖ୍ୟ କନେଷ୍ଟବଳ, ଏକ୍ସାଇଜର 5ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିବା ଏଡିଜି ରାଜୀବ କ୍ରିଷ୍ଣା ସୂଚନା ଦେଇଛନ୍ତି ।

ଘଟଣାର ଯାଞ୍ଚ ପାଇଁ ଅଯୋଧ୍ୟାର ମଣ୍ଡଳାୟୁକ୍ତ, ପୋଲିସ ମହାନିରୀକ୍ଷକ ଓ ଅବକାରୀ ବିଭାଗର ଟିମ ଗଠନ ହୋଇଥିବାବେଳେ 48 ଘଣ୍ଟାରେ ଯାଞ୍ଚର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଉତ୍ତରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ସିର୍ଦ୍ଧାଥ ନାଥ ସିଂହ କହିଛନ୍ତି ।

ବିଷାକ୍ତ ମଦ ପିଇଥିବା ଗୁରୁତରଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବାବେଳେ ମୃତକଙ୍କ ପାଇଁ ଯୋଗୀ ସରକାର 2 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

SLUG- ଅଗ୍ନି ନିରାପତ୍ତା ଦୃଶ୍ଟିରେ  କେତେ ସୁରକ୍ଷିତ କୋଚିଙ୍ଗ ସେଣ୍ଟର ।
FORMAT-PKG
REPORTER-Badsah Jusman Rana.
DATE-28:05:2019.
PLACE-SAMBALPUR.

ଆଙ୍କର- ଗୁଜୁରାଟ ସୁରଟ ସହର ରେ କୋଚିଙ୍ଗ ସେଣ୍ଟର ରେ ନିଆଁ ଲାଗି ୨୨ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟ ହେବା ପରେ ଏବେ ସାରା ରାଜ୍ୟରେ କୋଚିଙ୍ଗ ସେଣ୍ଟର  ର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ସମ୍ବଲପୁର ସହରରେ ରହିଛି ଛୋଟ ବଡ 25 ଟି କୋଚିଙ୍ଗ ସେଣ୍ଟର । ଭଡା ଘରେ ଉଚ୍ଚା ଉଚ୍ଚ ଦୁଇ ମହଲା ତିନି ମହଲା କୋଠା ଘରେ ଚାଲିଛି ଏହି ସବୁ କୋଚିଙ୍ଗ ସେଣ୍ଟର । ତେବେ ଅଧିକାଂଶ କୋଚିଙ୍ଗ ସେଣ୍ଟର ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଲ ନ ଥିବାରୁ ଅଗ୍ନି ସମ ବିଭାଗ ପ୍ରଥମ ପର୍ଯ୍ଯୟରେ ଆଠଟି କୋଚିଙ୍ଗ ସେଣ୍ଟର କୁ କରିଛି ନୋଟିସ । 
ଭିଓ  ୧ - ସମ୍ବଲପୁର ସହର ରେ ରହିଛି ଛୋଟ ବଡ25 ଟି କୋଚିଙ୍ଗ ସେଣ୍ଟର । ଆଉ ଏହି କୋଚିଙ୍ଗ ସେଣ୍ଟର ସବୁ ମୂଖ୍ୟତଃ ଅଇଁଠାପାଲି ରୁ  ଚର୍ଚ ଛକ ମଧ୍ୟରେ ରାସ୍ତା କଡରେ ଥିବା ବିଲିଡିଙ୍ଗ ଗୁଡିକରେ ରହିଛି  ଏବଂ ସବୁ ଠାରୁ ବଡ କଥା ହେଲା ଏହି କୋଚିଙ୍ଗ ସେଣ୍ଟର ସବୁ ଦୁଇ ମହଲା ତିନି ମହଲା କୋଠାରେ ଚାଲୁଥିବା ବେଳେ ଏହି ବିଲିଡିଙ୍ଗ ଗୁଡିକୁ ଯାଉଥିବା ରାସ୍ତା ଜଥେଷ୍ଟ ଚଉଡା ମଧ୍ୟ ନାହିଁ । ଆଉ ଏହି ବିଂଲିଡିଙ୍ଗ ସବୁ ଜନଗହଳି ଓ ଭିଡଭାଡ ଥିବା ଅଂଚଳରେ ରହିଛି । ଏହି କୋଚିଙ୍ଗ ସେଣ୍ଟର ଗୁଡିକରେ ପିଲା ମାନେ ନିଜର ଉଜ୍ଜଲ  ଭବିଷ୍ୟତ ପାଇଁ ନିଟ, ଜେଇଇ , ବ୍ୟାଙ୍କିଙ୍ଗ, ରେଲଓ୍ବେ ପାଇଁ ପ୍ରସ୍ତୁତି କରୁଛନ୍ତି । ତେବେ ଅଧିକାଂଶ କୋଚିଙ୍ଗ ସେଣ୍ଟର ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଲ ନ ଥିବାର ଅଗ୍ନି ସମ ବିଭାଗ ତରଫରୁ ଜଣା ପଡିଛି । ତେବେ ଏହି ସବୁ ଜିନିଷ ପଚାରେ କିଏ । କିନ୍ତୁ ଗୁଜୁରାଟର ହୋଇ ଥିବା ଭୟାଭୟ କୋଚିଙ୍ଗ ସେଣ୍ଟର ଅଗ୍ନିକାଣ୍ତ ପରେ ଜିଲ୍ଲା ପ୍ରଶାସନ ତରଫ ରୁ ଅଗ୍ନିସମ  ବିଭାଗ କୁ ଯୋଗାଯୋଗ କରାଯାଇ କୋଚିଙ୍ଗ ସେଣ୍ଟର ଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଡିଟ କରାଯିବ ବୋଲି ଅତିରିକ୍ତ ଜଜିଲ୍ଳାପାଳ କହିଛନ୍ତି

ବାଇଟ ୧ - ଅଜୟ କୁମାର ଜେନା , ଅତିରିକ୍ତ ଜିଲ୍ଲାପାଳ ସମ୍ବଲପୁର ।

ଭିଓ ୨-  ଏପଟେ ସମ୍ବଲପୁର ଅଗ୍ନିସମ ବିଭାଗ ତରଫରୁ କୁହାଯାଈଛି ଯେ ବର୍ତ୍ତମାନ ସୁର୍ଦ୍ଧା ସହରର ୨୫ ଟି କୋଚିଙ୍ଗ ସେଣ୍ଟର ଚିହ୍ନଟ କରାଯାଈ ଉପରିସ୍ଥ ଅଧିକାରୀଙ୍କୁ ଜଣା ଯାଇଛି । ଏମାନଙ୍କ ମଧ୍ୟରୁ ୮ ଟି କୋଚିଙ୍ଗ ସେଣ୍ଟର କୁ ଅଗ୍ନିସମ ବିଭାଗ ତରଫରୁ ନୋଟିସ ମଧ୍ୟ ଜାରି କରାଯାଇଛି । ଆଗାମୀ ଦିନରେ ସମ୍ବଲପୁର ରେ ଥିବା ସମସ୍ତ କୋଚିଙ୍ଗ ସେଣ୍ଟର ଗୁଡିକର ଅଗ୍ନି ନିରାପର୍ତ୍ତା ବ୍ୟବସ୍ଥା ଅଡିଟ କରାଯିବ ବୋଲି ଅଗ୍ନିସମ ଅଧିକାରୀ କହିଛନ୍ତି । ଅଡିଟ ସମୟରେ କୋଚିଙ୍ଗ ସେଣ୍ଟର କୋଠା ସମ୍ବଲପୁର ଉନ୍ନୟନ କତ୍ତୃପକ୍ଷ ଙ୍କ ଗାଇଡ ଲାଇନ ଅନୁସାରେ ହୋଇଛି ନା ନାହିଁ, କୋଠା ଗୁଡିକ ଏକାଧିକା ମହଲା ବିଶିଷ୍ଟ ହୋଇଥିଲେ କୋଠାର ପାହାଚ ଜଥେଷ୍ଟ ଚଉଡା ଅଛି ନା ନାହିଁ , ପ୍ରତ୍ୟେକ ମହଲାରେ ଭେଣ୍ଟିଲେସନ ଓ ଏକ୍କଜିଟ ଡୋର ବ୍ୟବସ୍ଥା ଅଛି ନାହିଁ, ପ୍ରତ୍ୟେକ ମହଲାରେ ଅଗ୍ନି ନିର୍ବାପକ ଯନ୍ତ୍ର ଅଛି ନା ନାହିଁ ଏହି ସବୁ ଦିଗ ଗୁଡିକ ଉପରେ ଅଗ୍ନିସମ ବିଭାଗ ନଜର ରଖିବ ବୋଲି କୁହାଯାଇଛି । ତେବେ ବିଭିନ୍ନ କୋଚିଙ୍ଗ ସେଣ୍ଟର ମାଲିକ ଅଗ୍ନିସମ ବିଭାଗର ଗାଇଡ ଲାଇନ ଅନୁସାର  ଅଗ୍ନିସମ ବିଭାଗ କୁ ସହଯୋଗ କରବେ ବୋଲି କହିଛନ୍ତି । 

ବାଇଟ ୨ - ଜିତେନ୍ଦ୍ର କୁମାର ଦାଶ , ଆସିଷ୍ଟାଟ ଫାୟାର ଅଫିସର ,ସମ୍ବଲପୁର।
ବାଇଟ ୩ - ଗୁପ୍ତେସର ମେହେର , କୋଚିଙ୍ଗ ସେଣ୍ଟର ମାଲିକ ।

ଫାଭିଓ - ଯେ କୌଣସି ସ୍ଥାନରେ ଅଗ୍ନିକାଣ୍ତ ହୋଇ ବହୁ ସଂଖ୍ୟକ ଲୋକଙ୍କ ଜୀବନ ଗଲେ ରାଜ୍ୟ ସାରା ଜିଲ୍ଲା ପ୍ରଶାସନ ଓ ଅଗ୍ନିସମ ବିଭାଗ ମଧ୍ୟରେ  
ତତ୍ପରତା କିଛି ଦିନ ପାଇଁ  ଦେଖା ଦେଇଥାଏ  । ଏହା ପରେ ସ୍ଥିତି ତଥା ପୂର୍ବମ  ତଥା ପରମ । ସେଥିପାଇ ନିୟମିତ ଅନ୍ତରାଳ ରେ ଅଗ୍ନିସମ ବିଭାଗ ସବୁ କୋଠା ବାଡି ଉପରେ ଅଗ୍ନି ନିରାପର୍ତ୍ତା ବ୍ୟବସ୍ଥା ନେଇ ନଜର ରଖିବା ଉଚିତ ବୋଲି ଦାବି ହେଉଛି । l

ଭିଜୁଆଲ ବାଇଟ ମଜୋ ଓ FTP ରେ ଅଫଲୋଡ଼ ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.