ETV Bharat / bharat

ସିନେ ସମୀକ୍ଷକଙ୍କୁ ଆକ୍ରମଣ କଲେ ବଜରଙ୍ଗ ଦଳର କର୍ମୀ - ବଜରଙ୍ଗ ଦଳର ସହସ୍ୟ

ତେଲୁଗୁ ସିନେମାର ସିନେ ସମୀକ୍ଷକ ତଥା ସମାଲୋଚକ କାଥି ମହେଶଙ୍କୁ ବଜରଙ୍ଗ ଦଳର 4 ସହସ୍ୟ ଆକ୍ରମଣ କରିଛନ୍ତି । ପୂର୍ବରୁ ସେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।ଅଧିକ ପଢନ୍ତୁ...

bajrang-dal-member-attack-by-film-critic-kathi-mahesh-in-hyderabad
ସୀନେ ସମୀକ୍ଷକଙ୍କୁ ଆକ୍ରମଣ କଲେ ବଜରଙ୍ଗ ଦଳର କର୍ମୀ
author img

By

Published : Feb 15, 2020, 2:27 PM IST

ହାଇଦ୍ରାବାଦ: ସିନେ ସମୀକ୍ଷକଙ୍କୁ ବଜରଙ୍ଗ ଦଳର ସହସ୍ୟ ଆକ୍ରମଣ କରିଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ତେଲୁଗୁ ସିନେମାର ସିନେ ସମୀକ୍ଷକ ତଥା ସମାଲୋଚକ କାଥି ମେହେଶ । ପୂର୍ବରୁ ସେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।

ସୈଫାବାଦର ଅତିରିକ୍ତ ପୋଲିସ କମିସନର ଭେନୁଗୋପାଳଙ୍କ କହିବା ଅନୁଯାୟୀ 14 ଫେବୃୟାରୀ ଦିନ କାଥି ହାଇଦ୍ରାବାଦର ଏକ ସିନେମା ହଲରେ ମହେଶ ସିନେମା ଦେଖି ଫେରିବା ବେଳେ ବଜରଙ୍ଗ ଦଳର 4 ଜଣ ସଦସ୍ୟ ଆକ୍ରମଣ କରିଛନ୍ତି । ପୋଲିସ କାଥି ମହେଶଙ୍କୁ ବଜରଙ୍ଗ ଦଳ ନିକଟରୁ ଉଦ୍ଧାର କରି ନିକଟସ୍ଥ ପୋଲିସ ଥାନାକୁ ନେଇଥିଲେ । ଏହାପରେ ବଜରଙ୍ଗ ଦଳର 4ଜଣ ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରି ସୈଫାବାଦ ପୋଲିସ ତାଙ୍କୁ ଗିରଫ କରିଛି ।

ପୂର୍ବରୁ ତେଲୁଗୁ ସିନେ ସମୀକ୍ଷକ କାଥି ମହେଶ ହିନ୍ଦୁ ଦେବାଦେବୀ ଓ ଧର୍ମ ବିରୋଧରେ ଅପମାନଜନକ ଶଦ୍ଦ ପ୍ରୟୋଗ କରିଥିଲେ । ତାଙ୍କ ବିରୋଧରେ ଫେବୃୟାରୀ 9 ତାରିଖରେ ସାଇବରାବାଦ ପୋଲିସ ଥାନାରେ ଅଭିଯୋଗ କରିଥିଲା । ଏହିଭଳି କାର୍ଯ୍ୟ ପାଇଁ ପୂର୍ବରୁ ତେଲେଙ୍ଗାନା ପୋଲିସ କାଥି ମହେଶଙ୍କୁ ହାଇଦ୍ରାବାଦରୁ 6 ମାସ ପାଇଁ ବାସନ୍ଦ କରିଥିଲା ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.