ETV Bharat / bharat

ଅଯୋଧ୍ୟା ରାୟ ପୂର୍ବରୁ ମୁଖ୍ୟ ବିଚାରପତିଙ୍କୁ ଜେଡ ପ୍ଲସ ସୁରକ୍ଷା - Ayodhya verdict

ଅଯୋଧ୍ୟା ମାମଲାର ରାୟ ପୂର୍ବରୁ ଏ ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ 5 ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏହି ମର୍ମରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି ।

ଅଯୋଧ୍ୟା ରାୟ ପୂର୍ବରୁ ମୁଖ୍ୟ ବିଚାରପତିଙ୍କୁ ଜେଡ ପ୍ଲସ ସୁରକ୍ଷା
author img

By

Published : Nov 9, 2019, 7:56 AM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ରାୟ ପୂର୍ବରୁ ଏ ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ 5 ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି ।

ଏହାସହ ଅନ୍ୟ 4 ଜଣ ବିଚାରପତିଙ୍କ ବାସଭବନ, ସୁପ୍ରିମକୋର୍ଟ ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୃଦୃଢ କରାଯାଇଛି। ଦେଶର ସର୍ବୋଚ୍ଚ ନ୍ୟାୟଳୟର ସୁରକ୍ଷା ଦାୟିତ୍ବ ଦିଲ୍ଲୀ ପୋଲିସର ଅଧିନସ୍ଥ। ସୁପ୍ରିମ କୋର୍ଟକୁ ଯିବାକୁ ଥିବା ସମସ୍ତ ରାସ୍ତା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ନୂଆଦିଲ୍ଲୀର ତିଲକ ମାର୍ଗ, ମଥୁରା ରୋଡ, ମହାଦେବ ରୋଡ ଓ ଇଣ୍ଡିଆ ଗେଟ୍‌ ଅଞ୍ଚଳରେ ସୁରକ୍ଷା ଦିଲ୍ଲୀ ପୋଲିସ ହସ୍ତରେ ନ୍ୟସ୍ତ ।

ସୁପ୍ରିମକୋର୍ଟ ସମେତ ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ପେଟ୍ରୋଲିଂ ଆରମ୍ଭ ହୋଇଛି । ସଦିଗ୍ଧ ଲୋକଙ୍କ ଉପରେ ନଜର ରଖାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରେ ଅଧିକ ଫୋର୍ସ ମୁତୟନ ହୋଇଛି ।

Intro:ବାତ୍ୟା ବୁଲବୁଲର ପ୍ରଭାବ ଅଧିକ ଜୋରରେ ଦେଖିବାକୁ ମିଳିଛି। ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ଵର ଜିଲ୍ଲାର ଅଫହିକ ବର୍ଷ ହେଉଛି। ବାକି ଅନ୍ୟ କୌଣସି ଜିଲ୍ଲାରେ ସେଭଳି ଅଫହିକ ବର୍ଷ ନାହିଁ। ଏସବୁ ଜିଲ୍ଲାରେ ପବନର ବେଗ ବାଢୁଛି। ସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲାର ମୋଟ 311 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଭୋଗରାଇ ବ୍ଲକରୁ 27, ବାଲିଆପାଳ 175, ଜଳେଶ୍ବର 91, ବହନାଗା ବ୍ଲକରୁ 18 ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି। ପବନ ସେପରି ନାହିଁ, ବର୍ଷ ମଧ୍ୟମ ଧରଣର ରହିଛି।

Body:ବାଇଟ ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.