ETV Bharat / bharat

ତ୍ରାଲରେ ଆତଙ୍କୀଙ୍କ ଗ୍ରେନେଡ ମାଡ, ସିଆରପିଏଫ ଯବାନ ଆହତ - CRPF

ଜମ୍ମୁ କାଶ୍ମୀରର ତ୍ରାଲରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ଜଣେ ସିଆରପିଏଫ ସବ-ଇନ୍ସପେକ୍ଟର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ:

ଜାମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ଗ୍ରେନେଡ୍ ମାଡ
ଜାମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ଗ୍ରେନେଡ୍ ମାଡ
author img

By

Published : Oct 18, 2020, 3:58 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ତ୍ରାଲରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଏଥିରେ ସିଆରପିଏଫର ଜଣେ ସବ-ଇନ୍ସପେକ୍ଟର(ASI ) ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ରବିବାର ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିଛନ୍ତି।

ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଆତଙ୍କବାଦୀମାନେ 180 ବାଟାଲିୟନରେ ଗ୍ରେନେଡ ମାଡ କରିଥିଲେ । ଆହତ ଏଏସଆଇଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳରେ ଯାଞ୍ଚ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.