ETV Bharat / bharat

ଆକ୍ରମଣର ପ୍ରତିଶୋଧ ନେଲେ ଗ୍ରାମବାସୀ, କଲରାପତରିଆକୁ ପିଟିପିଟି ମାରିଦେଲେ

ପ୍ରତିଶୋଧ ପାଇଁ କଲରାପତରିଆ ବାଘକୁ ପିଟିପିଟି ମାରିଲେ ଗ୍ରାମବାସୀ । ଶୁକ୍ରବାର ସକାଳେ ଏହି ବାଘ ଗାଁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ତାଙ୍କର ଚିତ୍କାର ଶୁଣି ଗାଁ ଲୋକ ବାଘକୁ ଧରିନେଇଥିଲେ । ବନ ବିଭାଗ ପକ୍ଷରୁ ମାମଲା ରୁଜୁ।

author img

By

Published : Jun 1, 2019, 1:15 PM IST

ଫଟୋ ସୌଜନ୍ୟ : ଏଏନଆଇ

ଗୌହାଟୀ: ଗାଁ ଭିତରେ ପଶି ଆସି ରାଜ କରୁଥିଲା କଲରାପତରିଆ ବାଘ । ପିଟିପିଟି ମାରିଦେଲେ ଗାଁ ଲୋକ । ପାଦ ଏବଂ ଲାଞ୍ଜ କାଟିବା ସହ କଲରାପତରିଆକୁ ଏକ ବାଉଁଶ ଖୁଣ୍ଟରେ ଟାଙ୍ଗି ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆସାମର ଚରାଇଦିଓ ଜିଲ୍ଲାର ସୋନାରୀରେ ।

ଏହି ବାଘ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ପଶୁଙ୍କ ସହ ଗାଁ ଲୋକଙ୍କୁ ଆକ୍ରମଣ କରୁଥିବାରୁ ଗାଁ ଲୋକେ ରାଗରେ ଥିଲେ। ଶୁକ୍ରବାର ସକାଳେ ଏହି ବାଘ ଗାଁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ତାଙ୍କର ଚିତ୍କାର ଶୁଣି ଗାଁ ଲୋକ ବାଘକୁ ଧରିନେଇଥିଲେ ।

ଆଉ ପ୍ରତିଶୋଧ ପାଇଁ ଏହାକୁ ପିଟିପିଟି ମାରିଦେଇଥଲେ । ହେଲେ ଏହି ଘଟଣା ଧାରା 1972 ଅନୁସାରେ ପଶୁ ହତ୍ୟା ପାଇଁ ମାମଲା ରୁଜୁ କରାଯାଇଛି । ଏହାସହ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.