ETV Bharat / bharat

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନିନେଲି ଆସାମ ସରକାର - ଆସାମ ନ୍ୟୁଜ

ଶନିବାର ଠାରୁ ଦେଶର ସମସ୍ତ ଦୋକାନକୁ ସର୍ତ୍ତମୂଳକ ଭାବେ ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ମାନିନେଲି ଆସାମ ସରକାର ।

assam govt
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନିନେଲି ଆସାମ ସରକାର
author img

By

Published : Apr 25, 2020, 3:47 PM IST

ଗୌହାଟୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନିନେଲି ଆସାମ ସରକାର । ଶନିବାର ଠାରୁ ଦେଶର ସମସ୍ତ ଦୋକାନକୁ ସର୍ତ୍ତମୂଳକ ଭାବେ ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ମାନିନେଲି ଆସାମ ସରକାର ।

ଆସାମ ସରକାରଙ୍କ କହିବା ଅନୁଯାୟୀ, ଲକଡାଉନ ମଧ୍ୟରେ ରେସିଡେଣ୍ଟିଆଲ ଅଞ୍ଚଳରେ ଦୋକାନ ବଜାର ଖୋଲାଯିବ ନାହିଁ । ଏଣୁ ଏନେଇ ଏପ୍ରିଲ 27ରେ ନିଷ୍ପତ୍ତି ନିଆଯିବ ବୋଲି ଆସାମ ସରକାର ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 24,506 ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 18,668 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 5063 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହବର୍ତ୍ତମାନ ସୁଦ୍ଧା ଦେଶରେ 775 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.