ETV Bharat / bharat

ବିଜେପିର ବିଶ୍ବସନୀୟ ନୁହେଁ NRC ! - ବିଜେପିର ବିଶ୍ବସନୀୟ ନୁହେଁ NRC

ଏନଆରସିର ଚୂଡାନ୍ତ ତାଲିକା ଉପରେ ବିଶ୍ବାସ ନଥିବା କହିଛନ୍ତି ବିଜେପି ଆସାମ ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ଦାସ । ତାଲିକାରୁ ବାଦ ପଡିଥିବା ଲୋକଙ୍କ ଦ୍ବାରା ଫରେନର ଟ୍ରିବ୍ୟୁନାଲରେ ଅପିଲ ପ୍ରକ୍ରିୟାଠୁ ନେଇ ମାମଲାର ନିଷ୍ପତ୍ତି ଉପରେ ନଜର ରଖିବ ବିଜେପି ।

ଫାଇଲ ଫଟୋ
author img

By

Published : Sep 1, 2019, 9:08 AM IST

ନୂଆଦିଲ୍ଲୀ: ଚୂଡାନ୍ତ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରକୁ ନେଇ ଆସାମର କ୍ଷମତାସୀନ ବିଜେପି ସରକାର ଅସନ୍ତୋଷ ଜାହିର କରିଛନ୍ତି । ପ୍ରକାଶିତ ଏନଆରସି ତାଲିକା ଉପରେ ବିଶ୍ବାସ ନଥିବା କହିଛି ବିଜେପି । ଏନଆରସିର ଚୂଡାନ୍ତ ତାଲିକାରେ ଅଧିକାରୀକ ଅନୁସାରେ ପୂର୍ବରୁ କୁହାଯାଇଥିବା ନାମ ତୁଳନାରେ ଏବେ ବାଦ ପଡିଥିବା ଲୋକଙ୍କ ସଂଖ୍ୟା ବହୁତ କମ ଥିବା ଆସାମ ବିଜେପି ଅଧ୍ୟକ୍ଷ ରଞ୍ଜିତ କୁମାର ଦାସ କହିଛନ୍ତି ।

ଜାରି ଏନଆରସି ତାଲିକା ଉପରେ ବିଶ୍ବାସ ନଥିବା ବେଳେ ଏଥିରେ ଖୁସି ନାହୁଁ ବୋଲି ରଞ୍ଜିତ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏନଆରସି ପ୍ରସ୍ତୁତ କରାଇବାକୁ ଅପିଲ କରିବେ ବୋଲି ଦାସ କହିଛନ୍ତି ।

ତାଲିକାରୁ ବାଦ ପଡିଥିବା ଲୋକଙ୍କ ଦ୍ବାରା ଫରେନର ଟ୍ରିବ୍ୟୁନାଲରେ ଅପିଲ ପ୍ରକ୍ରିୟାଠୁ ନେଇ ମାମଲାର ନିଷ୍ପତ୍ତି ଉପରେ ପାର୍ଟି କଡା ନଜର ରଖିବ ବୋଲି ଦାସ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.