ETV Bharat / bharat

ଭିଡିଓରେ ଦେଖନ୍ତୁ କୁନି ପିଲାର ଦେଶପ୍ରେମ - ଅପଲୋଡ

ଏକ ଭିଡିଓରେ ଅରୁଣାଚଳ ପ୍ରଦେଶର ଜଣେ ଛୋଟ ବାଳକ ଖୁବ୍ ସୁନ୍ଦର ଭାବରେ ଜାତୀୟ ସଙ୍ଗୀତ ଗାନ କରୁଥିବାର ନଜରକୁ ଆସିଛି । ଗତ ମେ' ମାସରେ ଅପଲୋଡ ହୋଇଥିବା ଏହି ଭିଡିଓଟି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖନ୍ତୁ କୁନି ପିଲାର ଦେଶପ୍ରେମ
author img

By

Published : Aug 21, 2019, 1:39 AM IST

ଇଟାନଗର: ନିକଟରେ ଦେଶ ପାଳନ କରିଛି 73ତମ ସ୍ବାଧୀନତା ଦିବସ । ବିଶେଷ କରି ଏହି ଦିନ ଦେଶର ନାଗରିକ ଦେଶ ପ୍ରେମରେ ମଜି ଯାଇଥାଆନ୍ତି । ଆଉ ଜାତୀୟ ସଙ୍ଗୀତକୁ ହୃଦୟର ସହ ଗାନ କରିଥାଆନ୍ତି ପ୍ରତିଟି ଭାରତୀୟ। ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖନ୍ତୁ କୁନି ପିଲାର ଦେଶପ୍ରେମ

ଏହି ଭିଡିଓରେ ଅରୁଣାଚଳ ପ୍ରଦେଶର ଜଣେ ଛୋଟ ବାଳକ ଖୁବ୍ ସୁନ୍ଦର ଭାବରେ ଗାନ କରୁଛି ଜାତୀୟ ସଙ୍ଗୀତ । ଏହି ଭିଡିଓକୁ ମେ' ମାସରେ ଅପଲୋଡ କରାଯାଇଥିଲା । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ ପିଲାଟି ଏହି ଗୀତର କିଛି ଲାଇନରେ ନିଜର କିଛି ଶବ୍ଦ ବ୍ୟବହାର କରିଛି ଯାହା ଏହି ଭିଡିଓକୁ ଅଧିକ ଆର୍କଷଣୀୟ କରିଛି । ଏହାସହ ଶିଶୁଟିର ପରିବେଷଣ ଶୈଳୀ ଖୁବ୍ ଚମତ୍କାର ରହିଛି । ପିଲାଟି ଜାତୀୟ ସଙ୍ଗୀତର ଶେଷ ଭାଗ ଭୁଲିଯାଇଥିଲେ ମଧ୍ୟ ସାବଧାନ ମୁଦ୍ରାରେ ଛିଡା ହୋଇ ରହିଥିଲା । ଯାହାକୁ ଖୁବ୍ ପ୍ରଶଂସା କରିଛନ୍ତି ୟୁର୍ଜସ ।

ତେବେ ଜାତୀୟ ସଙ୍ଗୀତ ମୋଟ୍ 52 ସେକେଣ୍ଡର ହୋଇଥିବା ବେଳେ ଏହାକୁ ପିଲାଟି ଦୀର୍ଘ 1.25ସେକେଣ୍ଡ ପର୍ଯ୍ୟନ୍ତ ଗାନ କରିଥିଲା ।

Intro:Body:

pravu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.