ETV Bharat / bharat

ବିବାହ ଭୋଜି ଖାଇ 50ରୁ ଉର୍ଦ୍ଧ୍ବ ଅସୁସ୍ଥ

ସୁଖର ମୂହୁର୍ତ୍ତ ପରିଣତ ହେଲା ଦୁଃଖରେ । ବାହାଘର ପାଇଁ ପ୍ରସ୍ତୁତ ହୋଇଥିବା ଭୋଜି ଖାଇ ଅସୁସ୍ଥ ହେଲେ ଲୋକେ । ଅଧିକ ପଢନ୍ତୁ...

author img

By

Published : Feb 18, 2020, 9:57 AM IST

Around 50 people admitted to a hospital
ବାହାଘର ଭୋଜି ଖାଇ 50ରୁ ଉର୍ଦ୍ଧ୍ବ ଅସୁସ୍ଥ

ପାଟନା: ବିହାର ସ୍ଥିତ ସୋନପୁର ଅଞ୍ଚଳରେ ଅଘଟଣ। ଏକ ବାହାଘର ଭୋଜି ଖାଇ 50ରୁ ଉର୍ଦ୍ଧ୍ବ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

ଘଟଣାରେ ଜିଲ୍ଲା ସ୍ବାସ୍ଥ୍ୟାଧିକାରୀ କହିଛନ୍ତି ଯେ, ବିବାହ ଅନୁଷ୍ଠିତ ହେଉଥିବା ସ୍ଥଳକୁ ଏକ ଡାକ୍ତରୀ ଟିମକୁ ପଠାଯାଇଛି । କାରଣ ଭୋଜି ଖାଇ ଆହୁରି ଅନେକ ଅସୁସ୍ଥ ହେବାର ସମ୍ଭାବନା ରହିଛି। ଯେଉଁଥିପାଇଁ ଏହି ଟିମ ସେଠାରେ ଉପସ୍ଥିତ ରହି ଅସୁସ୍ଥଙ୍କର ଚିକିତ୍ସା କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.