ହାଇଦ୍ରାବାଦ: ଆର୍ମି ଅଫିସର ବାହାନାରେ ବିବାହ ପ୍ରସ୍ତାବ । ଗିରଫ କଲା ହାଇଦ୍ରାବାଦ ପୋଲିସ । ଏହି ଭଳି ସେ ଲୋକଙ୍କୁ କହି ବହୁ ପରିବାରକୁ ଠକାମୀର ଶିକାର ହୋଇଛନ୍ତି । ଏହା ସହ ତାଙ୍କ ନିକଟରୁ ପୋଲିସ କୋଟି ଟଙ୍କା ଜବତ କରିଛି ।
ତେଲେଙ୍ଗାନରେ ଏକ 42 ବର୍ଷିୟ ଯୁବକ ଆର୍ମି ଅଫିସର ବାହାନାରେ ଲୋକଙ୍କୁ ଠକାମୀର ଶିକାର କରୁଥିଲା । ସେ ଏକ ଆର୍ମି ଅଫିସର ବ୍ୟବହାର କରୁଥିବା ଭଳି ଜିପ ବ୍ୟବହାର କରି ଲୋକଙ୍କୁ ଠକିବାର ଧାରା ଜାରୀ ରଖିଥିଲା । ସେ ବିଭିନ୍ନ ଲୋକଙ୍କୁ ଭେଟି ମୁ ସେନାରେ କାର୍ଯ୍ୟ କରୁଥିବା କହି ସେ ବିବାହ ପ୍ରସ୍ତାବ ଦେଉଥିଲା । ଲୋକେ ମଧ୍ୟ ବିଶ୍ବାସ କରି ତାଙ୍କୁ ଅଧିକ ପଇସା ପତ୍ର ସମସ୍ତ ବିଷୟରେ କଥାବାର୍ତ୍ତା କରୁଥିଲେ । ଏହି ଭଳି ସେ ଲୋକଙ୍କୁ କହି ବହୁ ପରିବାରକୁ ଠକାମୀର ଶିକାର ହୋଇଛନ୍ତି । ସେ 17 ଜଣ ଲୋକଙ୍କୁ ଠକିଛନ୍ତି । ଏହା ସହ ତାଙ୍କ ନିକଟରୁ ପୋଲିସ 6.61 କୋଟି ଟଙ୍କା ଜବତ କରିଛି । ସେପଟେ ପୋଲିସ ବର୍ତ୍ତମାନ ତାକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି । ସେ କେଉଁ ଭଳି କାହା ପରିଚୟ ନେଇ ଏହି ଭଳି କାର୍ଯ୍ୟ କରୁଥିଲା ସେ ନେଇ ଅଧିକ ତଦନ୍ତ ଜାରୀ ରଖିଛି ।
@ANI