ETV Bharat / bharat

ସେନାର ମେଗା ପ୍ଲାନ, ସୀମାରେ ସୁଡଙ୍ଗରେ ରହିବ ଗୋଲାବାରୁଦ - tunnels

ଅତିଶୀଘ୍ର ସୀମାରେ ଗୋଳାବାରୁଦ ରହିବା ପାଇଁ ନିର୍ମାଣ ହେବ ୪ଟି ସୁଡଙ୍ଗ । ସୀମାରେ ସୁଡଙ୍ଗ ନିର୍ମାଣ ପାଇଁ ଭାରତୀୟ ସେନା ଓ ଏନଏଚପିସି ମଧ୍ୟରେ ଚୁକ୍ତି ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 25, 2019, 10:04 PM IST

ନୂଆଦିଲ୍ଲୀ: ସୀମାରେ ସେନାକୁ ଆହୁରି ଅଧିକ ଦୃଢ କରିବା ପାଇଁ ଏକ ବହୁତ ବଡ ପ୍ଲାନ ପ୍ରସ୍ତୁତ କରୁଛି ଭାରତ । ଅତିଶୀଘ୍ର ସୀମାରେ ସେନା ପାଇଁ ଗୋଲା ବାରୁଦ ରଖିବା ପାଇଁ ୪ଟି ସୁଡଙ୍ଗ ନିର୍ମାଣ କରାଯିବ ।

ସୀମାରେ ସୁଡଙ୍ଗ ନିର୍ମାଣ ପାଇଁ ଭାରତୀୟ ସେନା ଓ ଏନଏଚପିସି ମଧ୍ୟରେ ଚୁକ୍ତି କରାଯାଇଛି । ଏଥିଯୋଗୁଁ କୌଣସି ପାଣିପାଗରେ ଅସ୍ତ୍ରଶସ୍ତ୍ର, ଗୋଲାବାରୁଦ, ଜରୁରୀ ସୁବିଧା ସିଧା ସଳଖ ସେନା ନିକଟକୁ ପହଞ୍ଚାଇ ସହଜ ହେବ ।

୪ଟି ଟନଲରେ ୧୭୫ରୁ ୨୦୦ ମେଟ୍ରିକ ଟନ ଗୋଲାବାରୁଦ ରଖିବାର କ୍ଷମତା ରହିବ । ଏହି ପ୍ରୋଜେକ୍ଟ ଅନ୍ତର୍ଗତ ପାକିସ୍ତାନ ଓ ଚୀନ ସୀମାରେ ସୁଡଙ୍ଗ ନିର୍ମାଣ କରାଯିବ । ଗୋଟିଏ ଏମ୍ୟୁନେଶନ ଡମ୍ପ ଭାରତ-ପାକ ସୀମାରେ ଓ ୩ଟି ଭାରତ-ଚୀନ ସୀମାରେ ନିର୍ମାଣ କରାଯିବ । ଏହାକୁ ନିର୍ମାଣ କରିବା ପାଇଁ ୨ ବର୍ଷର ସମୟ ସୀମା ଧାର୍ଯ୍ୟ କରାଯାଇଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.