ନୂଆଦିଲ୍ଲୀ: ଆସନ୍ତା କାଲି ଠାରୁ ତ୍ରୀଦିବସୀୟ ଜାପାନ ଗସ୍ତରେ ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ସ୍ଥଳସେନା ମୁଖ୍ୟଙ୍କ ନେତୃତ୍ବରେ ଯାଉଥିବା ଏହି ପ୍ରତିନିଧିମଣ୍ଡଳୀ ଜାପାନ ସୁରକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । ଏହାସହ ‘ଜାପାନର ଆତ୍ମ ସୁରକ୍ଷା ଫୋର୍ସ’ର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ କଥାବାର୍ତା କରିବେ। ଏହି ଯାତ୍ରା ସାମରିକ ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । କାହିଁକି ନା ଜାପାନର ଯବାନ ଆତ୍ମ ସୁରକ୍ଷା କରିବାରେ ମାହିର । ଯାହା ଭାରତ ପାଇଁ ଜରୁରୀ ହୋଇପଡିଛି।
3ଦିନିଆ ଜାପାନ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ ବିପିନ ରାୱତ - Army Chief General Bipin Rawa
ମଙ୍ଗଳବାର ଠାରୁ ଜାପାନ ଗସ୍ତରେ ଯାଉଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ । ସାମରିକ ଦୃଷ୍ଟିରୁ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ । କାହିଁକି ସ୍ଥଳସେନା ମୁଖ୍ୟଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ପଢନ୍ତୁ...
![3ଦିନିଆ ଜାପାନ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ ବିପିନ ରାୱତ PHOTO](https://etvbharatimages.akamaized.net/etvbharat/prod-images/768-512-5245138-thumbnail-3x2-ffffff.jpg?imwidth=3840)
ସ୍ଥଳସେନା ମୁଖ୍ୟ ବିପିନ ରାୱତ
ନୂଆଦିଲ୍ଲୀ: ଆସନ୍ତା କାଲି ଠାରୁ ତ୍ରୀଦିବସୀୟ ଜାପାନ ଗସ୍ତରେ ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ସ୍ଥଳସେନା ମୁଖ୍ୟଙ୍କ ନେତୃତ୍ବରେ ଯାଉଥିବା ଏହି ପ୍ରତିନିଧିମଣ୍ଡଳୀ ଜାପାନ ସୁରକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । ଏହାସହ ‘ଜାପାନର ଆତ୍ମ ସୁରକ୍ଷା ଫୋର୍ସ’ର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ କଥାବାର୍ତା କରିବେ। ଏହି ଯାତ୍ରା ସାମରିକ ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । କାହିଁକି ନା ଜାପାନର ଯବାନ ଆତ୍ମ ସୁରକ୍ଷା କରିବାରେ ମାହିର । ଯାହା ଭାରତ ପାଇଁ ଜରୁରୀ ହୋଇପଡିଛି।
Intro:କ୍ୟାପିଟାଲ ହସ୍ପିଟାଲରେ ୬ ମାସରେ ୬୧୯୮ଜନ୍ମ, ୪୩୫ ମୃତ।
ଦିନ କି ଦିନ କ୍ୟାପିଟାଲ ହସ୍ପିଟାଲ ରେ ରୋଗୀମାନଙ୍କର ସଂଖ୍ୟା ବଢିବାରେ ଲାଗିଛି। ରୋଗୀଙ୍କ ସଂଖ୍ୟା ଦୃଷ୍ଟିରେ ରଖି ବିଭିନ୍ନ ସେବା ଯୋଗାଉଛନ୍ତି ମେଡିକାଲ କତ୍ତୃପକ୍ଷ। ଗତ ୬ ମାସ ର ରିପୋର୍ଟ ଦେଖିଲେ କ୍ୟାପିଟାଲ ହସ୍ପିଟାଲର ପଞ୍ଜିକରଣ ସଂଖ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଉଛି।
Body:
କ୍ୟାପିଟାଲ ହସ୍ପିଟାଲର ଉର୍ଣ୍ଣତ୍ତି ସହ ରୋଗୀ ସେବା ଉଚିତ ମାତ୍ରାରେ ଯୋଗାଇ ଦେଉଛନ୍ତି କତ୍ତୃପକ୍ଷ। ଯାହା ନେଇ ଅନେକ ରୋଗୀ ଙ୍କ ମନରେ ଆଶା ଆକାଂକ୍ଷା ବିଶ୍ୱାସ ରହିଛି କ୍ୟାପିଟାଲ ହସ୍ପିଟାଲ ଉପରେ। ଓପିଡ଼ି ଓ ଆଇପିଡ଼ି ରେ ରୋଗୀଙ୍କ ସଂଖ୍ୟା ରେ ବୃଦ୍ଧିପାଉଛି। ହାପିଟାଲ୍ ରେ ଜନ୍ମ ଗ୍ରହଣ ଦେଉଥିବା ମହିଳା ମାନେ ବେସ ଚିକିତ୍ସା ରେ ଉପକୃତ ହେଉଛନ୍ତି।
ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏପ୍ରିଲରେ ୧୦୦୨, ମେ ମାସରେ ୧୦୯୩, ଜୁନ ମାସରେ ୯୪୪, ଜୁଲାଇ ମାସରେ ୯୪୫, ଅଗଷ୍ଟ ମାସରେ ୧୧୦୩, ସେପ୍ଟେମ୍ବର ମାସରେ ୧୧୧୧ କ୍ୟାପିଟାଲ ହସ୍ପିଟାଲରେ ଜନ୍ମ ନେଇଛନ୍ତି। ମୋଟ ୬ ମାସରେ ୬୧୯୮ ଜନ୍ମ ନେଇଥିବା ବେଳେ ୪୩୫ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଗତ ୬ ମାସ( ଏପ୍ରିଲ- ସେପ୍ଟେମ୍ବର) ମଧ୍ୟରେ ୪୯୮୧୦୦ ଜଣ ରୋଗୀ ଓପିଡ଼ି ରେ ହେଉଥିବା ବେଳେ ଆଇପିଡିରେ ୫୩୫୫୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଦୈନିକ ପ୍ରାୟ ୩ ହଜାର ରୁ ଅଧିକ ରୋଗୀ ହସ୍ପିଟାଲ କୁ ଆସୁଥିବା ଜଣାପଡିଛି।
ପିପିପି ମୋଡ଼ରେ ସିଟି ସ୍କାନ, ଡାଇଲିସିସି ଏବଂ ନିଦାନ ଜରାଯାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଗତ ୬ ମାସ ଭିତରେ ପ୍ରାୟ ୬୧୪୦ ରୋଗୀ ଏହି ମାଧ୍ୟମରେ ଉପକୃତ ହେଉଛନ୍ତି। ଏହା ସହ ମୋଟ ୫୯୧୪ ଜଣ ଡାଇଲିସିସି କରିଥିବା ବେଳେ ନିଦାନରେ ୧୧୫୭୨ ଜଣ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି।
Conclusion: