ETV Bharat / bharat

ପାକିସ୍ତାନ ହେଉ କଳା ତାଲିକାଭୁକ୍ତ: ଜେନେରାଲ ବିପିନ ରାୱତ - ଏଫଏଟିଏଫ

ଏଫଏଟିଏଫ ପାକିସ୍ତାନକୁ ଗ୍ରେ ତାଲିକା ଭୁକ୍ତ କରିବା ଲଜ୍ୟାଜନକ ଘଟଣା। କଳା ତାଲିକାଭୁକ୍ତ କରିବା ଏଫଏଟିଏଫ ଉପରେ ନିର୍ଭର କରେ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ।

ଫାଇଲ ଫଟୋ
author img

By

Published : Oct 19, 2019, 11:09 AM IST

ନୂଆଦିଲ୍ଲୀ: ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ। ଫାଇନାସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ଉପରେ ଚାପ ରହିଛି। ତେଣୁ ସେମାନଙ୍କୁ ହିଁ ନିଷ୍ପତ୍ତି ନେବାକୁ ହେବ ବୋଲି କହିଛନ୍ତି ସେନାମୁଖ୍ୟ।

ପାକ୍ ହେଉ କଳା ତାଲିକାଭୁକ୍ତ ବୟାନ ରଖିଲେ ବିପିନ ରାୱତ

ଆମେ ସର୍ବଦା ଶାନ୍ତି ବଜାୟ ପାଇଁ ପ୍ରୟାସ କରୁଛୁ। କୌଣସି ରାଷ୍ଟ୍ରକୁ ଏଫଏଟିଏଫ ଗ୍ରେ ତାଲିକାଭୁକ୍ତ କରିବା ମଧ୍ୟ ଅପମାନ ବୋଲି କହିଛନ୍ତି ବିପିନ ରାୱତ। ଭାରତୀୟ ସେନା ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ପ୍ରତିକ୍ରିୟା ରଖିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ସେନାରେ କାର୍ଯ୍ୟକରି ଅଙ୍ଗ ହରାଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ‘ଦି ଅଲ୍ଟିମେଟ ରନ’ରେ ଯୋଗ ଦେଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.